*ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ କୁ ମୃତ୍ୟୁ ଦଣ୍ଡ।
ଗତ ୨୦୨୧ ମସିହାରେ ପୋଲସରା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେଶବ ନାଇକ ନମକ ଜଣେ ଲୋକ ଗିରଫ ହୋଇ ଜେଲ୍ ଯାଇଥିଲେ।। ଆଜି ମାନ୍ୟବର ପୋକ୍ସ ଅଦାଲତ ଉକ୍ତ ଅଭିଯୁକ୍ତ କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରିଥିବା ଅଭିଯୋଗରେ ଫାସୀ ଦଣ୍ଡାଦେଶ ଦେଇଛନ୍ତି ।
