ନବ ବର୍ଷ ଉପଲକ୍ଷେ ବିଲେଇବେର୍ଣ୍ନା ନୂଆଟିକ୍ରା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ନବ ବର୍ଷ ଉପଲକ୍ଷେ ବିଲେଇବେର୍ଣ୍ନା ନୂଆଟିକ୍ରା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ନବ ବର୍ଷ ଉପଲକ୍ଷେ ବିଲେଇବେର୍ଣ୍ନା ନୂଆଟିକ୍ରା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ପ୍ରତି ବର୍ଷ ଭଳି ଚଳିତ ନବ ବର୍ଷ ଉପଲକ୍ଷେ ବରଗଡ ଜିଲ୍ଲା ଭେଡେନ ବ୍ଲକ ଅର୍ଜ୍ଜୁଣ୍ଡା ବିଲେଇବେର୍ଣ୍ନା ନୂଆଁଟିକ୍ରା “ଅଲେଖ ମହିମା “ମଠରେ ଅଲେଖ ମହିମା ସଂଘ ତରଫରୁ ଆଜି ରବିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଶିବିରରେ ସର୍ବମୋଟ ୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଯାଇଥିଲା |ଭିମସାର ବୁର୍ଲାରୁ ଡାକ୍ତର ପ୍ରଦ୍ୟୁତ କୁମାର ସାହୁ,ଡାକ୍ତର ଋତୁରଂଜନ ସାହୁ,ଟେକନିସିଆନ ଦେବାଶିଷ ମିଶ୍ର,ଲାଲୁ ବିଶ୍ବାଲ,ପ୍ରହଲ୍ଲାଦ ଭୋଇ ,ସଂଜିବ ବେରା ପ୍ରମୁଖ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ |ମହିମା ସଂଘର ସଭାପତି, ସମ୍ପାଦକ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ରକ୍ତଦାନ ଶିବିରକୁ ପରିଚାଳନା ରେ ସହଯୋଗ କରିଥିଲେ |