ତାଲମେଣ୍ଡା ପଞ୍ଚାୟତ କଂଗ୍ରେସ ସଭାପତି ରସିକ ସାହୁ ମନୋନୀତ।

ତାଲମେଣ୍ଡା ପଞ୍ଚାୟତ କଂଗ୍ରେସ ସଭାପତି ରସିକ ସାହୁ ମନୋନୀତ।

ତାଲମେଣ୍ଡା ପଞ୍ଚାୟତ କଂଗ୍ରେସ ସଭାପତି ରସିକ ସାହୁ ମନୋନୀତ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ରଂଗାଟିକରା ଠାରେ ରସିକ ସାହୁ ଆହ୍ଵାନ କ୍ରମେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ରସିକ ସାହୁ ପଞ୍ଚାୟତ ସଭାପତି ଭାବେ ମନୋନୀତ କରାଗଲା। ଏହି ବୈଠକରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଭବାନୀ ଶଙ୍କର ପାଢ଼ୀ, ବ୍ଲକ କିଶାନ କଂଗ୍ରେସ ସଭାପତି ମାଧବ ସାହୁ ଓ ବରିଷ୍ଠ ନେତା ଗୋବିନ୍ଦ ସାହୁ ଯୋଗଦେଇଥିଲେ।