ଟିକାବାଲି ନିକଟସ୍ଥ ଛତିଝାର ଗ୍ରାମର ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଟିକାବାଲି ନିକଟସ୍ଥ ଛତିଝାର ଗ୍ରାମର ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଟିକାବାଲି ନିକଟସ୍ଥ ଛତିଝାର ଗ୍ରାମର ଧର୍ମ ପରାୟଣ ମହିଳାଙ୍କ ପରଲୋକ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର ବନମାଳୀ ପଣ୍ଡାଙ୍କ ଧର୍ମପତ୍ନୀ ସୁଷମା ପଣ୍ଡାଙ୍କ ୭୨ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି। ସ୍ବର୍ଗତ ସୁଷମା ପଣ୍ଡା ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସେ ଭାରତର ଚାରିଧାମ ପରିଭ୍ରମଣ କରିଥିଲେ । ସ୍ୱର୍ଗତା ପଣ୍ଡାଙ୍କ ମୃତ୍ୟୁ ଶଯ୍ୟାରେ ସ୍ବାମୀ ବନମାଳୀ ପଣ୍ଡା , ଝିଅ, ପୁଅ , ଏବଂ ପଣ୍ଡା ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ ସମ୍ପର୍ଣ୍ଣ ହୋଇଥିବା ଜଣାପଡିଛି । ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।