ଜୁଆଆଙ୍ଗା ଚାଲିଥୂବା ବେଳେ ହଠାତ୍ ପହଞ୍ଚିଲା ପୋଲିସ ।

ଜୁଆଆଙ୍ଗା ଚାଲିଥୂବା ବେଳେ ହଠାତ୍ ପହଞ୍ଚିଲା ପୋଲିସ ।

ଜୁଆଆଙ୍ଗା ଚାଲିଥୂବା ବେଳେ ହଠାତ୍ ପହଞ୍ଚିଲା ପୋଲିସ ।

ଗଜପତି ,୬.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଙ୍ଗାଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ ୪ ଜୁଆଙ୍ଗିଙ୍କୁ ଅଟକରଖାଯାଇଥ‌ିବା ବେଳେ ୧୨ ବାଇକ ଜବତ କରିଛି ପୋଲିସ।ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୂକ୍ଷକ ମାଧବାନନ୍ଦ ନାୟକଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ବଳରାମ ବେହେରା ସଦଳବଳେ ଚଢ଼ାଉ କରିଥିଲେ। ଘଟଣାରେ ଜବତ ବାଇକରଅନୁସନ୍ଧାନ ଜାରି ରଖୁଥ‌ିବା ବେଳେ ଘଟଣାସୁଳରୁ ପଳାଇବା ଜୁଆଙ୍ଗିଙ୍କୁ ଖାଜୁଛି ପୋଲିସ। ତେବେ ଉକ୍ତ ଜୁଆଆଙ୍ଗାରୁ କେତେ ଟଙ୍କା ଜବତ ହୋଇଛି ତାର ସୂଚନା ହସ୍ତଗତହୋଇପାରିନାହିଁ।