ଜ଼ିଲ୍ଲା ବିଜୁ ୟୁବ ଜନତା ସଭାପତି ଧୀରୁ ଓ ଛାତ୍ର ଜନତା ସଭାପତି ଉଦୟ ନିଯୁକ୍ତି

ଜ଼ିଲ୍ଲା ବିଜୁ ୟୁବ ଜନତା ସଭାପତି ଧୀରୁ ଓ ଛାତ୍ର ଜନତା ସଭାପତି ଉଦୟ ନିଯୁକ୍ତି

ଜ଼ିଲ୍ଲା ବିଜୁ ୟୁବ ଜନତା ସଭାପତି ଧୀରୁ ଓ ଛାତ୍ର ଜନତା ସଭାପତି ଉଦୟ ନିଯୁକ୍ତି

ରାୟଗଡ(ସ୍ୱ ପ୍ର ) ରାୟଗଡ ଜ଼ିଲ୍ଲା ବିଜୁ ୟୁବ ଜନତା ଓ ଛାତ୍ର ଜନତା ସଭାପତି ଙ୍କ ନାମ ରାଜ୍ୟ ବିଜେପି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି l ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ନାମ ଘୋଷଣା ରେ ଦୀର୍ଘ 4 ମାସ ପରେ ଆଜି ୟୁବ ଜନତା ଓ ଛାତ୍ର ଜନତା ସଭାପତି ଙ୍କ ନାମ ଘୋଷଣା ହୋଇଛି l ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଅମ୍ବାଦୋଳା ର ୟୁବ ନେତା ଧୀରେନ୍ଦ୍ର ପାଣିଗ୍ରାହୀ (ଧୀରୁ ଭାଇ ) ଙ୍କୁ ଜ଼ିଲ୍ଲା ବିଜୁ ଜନତା ଦଳ ରେ ସଭାପତି ଭାବେ ଓ ରାୟଗଡ ବିଧାନସଭା କ୍ଷେତ୍ର ପେଣ୍ଟା ର ଯବ ନେତା ଉଦୟ ହିମିରିକା ଙ୍କୁ ଛାତ୍ର ଜନତା ଦଳ ର ସଭାପତି ଭାବେ ନିଯୁକ୍ତି ମିଳିଛି l

ଉଭୟେ ଧୀରୁ ଓ ଉଦୟ ସଭାପତି ପଦବୀ ପାଇଲା ପରେ ନିଜ ପ୍ରତକ୍ରିୟା ରେ କହିଛନ୍ତି ଯେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆମ ଉପରେ ଯେଉଁ ଭରସା ରଖି ଆମକୁ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ଆମେ ପାଳନ କରି ଦଳ କୁ ମଜବୁତ କରିବୁ ବୋଲି l ଏଥିସହିତ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ ସୁଧୀର ଦାସ ବକୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି l ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ