ଗୁମ୍ମା ବ୍ଲକରେ ସୌରା ବାପଟିଷ୍ଟ ଓ ଉତ୍କଳ ବାପଟିଷ୍ଟ ମହିଳା ସମ୍ମିଳନୀରେ ଯୋଗ ଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ ।

ଗୁମ୍ମା ବ୍ଲକରେ ସୌରା ବାପଟିଷ୍ଟ ଓ ଉତ୍କଳ ବାପଟିଷ୍ଟ ମହିଳା ସମ୍ମିଳନୀରେ ଯୋଗ ଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ ।

ଗୁମ୍ମା ବ୍ଲକରେ ସୌରା ବାପଟିଷ୍ଟ ଓ ଉତ୍କଳ ବାପଟିଷ୍ଟ ମହିଳା ସମ୍ମିଳନୀରେ ଯୋଗ ଦେଲେ ବିଧାୟକ ରୂପେଶ ପାଣିଗ୍ରାହୀ ।

ଗଜପତି (ମନୋଜ ପାଢ଼ୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମକୁରପାର୍ଲି ଗ୍ରାମ ଠାରେ ଏକ ବିଶାଳ ସୌରା ବାପଟିଷ୍ଟ ଖ୍ରୀଷ୍ଟିଆନ ମଣ୍ଡଳୀ ସମ୍ମିଳନୀ ରେ ଯୋଗ ଦେଲେ ମାନ୍ୟବର ପାରଳା ବିଧାୟକ ରୂପେଶ ପାଣଗ୍ରାହୀ, ଖ୍ରୀଷ୍ଟିୟ ଭାଇ ଓ ଭଊଣି ମାନଙ୍କୁ ପ୍ରଥମେ ସୌରା ଭାଷାରେ ନମସ୍କାର ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ।ପରେ ପ୍ରଭୁ ଯିଶୁ ଙ୍କ ବାଣୀ ବିଷୟରେ କହିଥିଲେ।ସେହି ଭଳି ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡା ଗ୍ରାମ ଠାରେ ହୋଇଥିବା ଉତ୍କଳ ବାପଟିଷ୍ଟ ମହିଳା ସମିତି ର ୫୧ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ବିଧାୟକ ରୁପେଶ ପାଣିଗ୍ରାହୀ।ପ୍ରଥମେ ବିଧାୟକଙ୍କୁ ସ୍ଵାଗତ ଜଣାଇଥିଲେ ସମ୍ମିଳନୀ ରେ ଉପସ୍ଥିତି ଥିବା କର୍ମକର୍ତ୍ତା ଓ ଧର୍ମାଲମ୍ବୀ ପ୍ରମୁଖ।