ଗଞ୍ଜାମ ଓକିଲ ସଂଘ ନିର୍ବାଚନ ସମାପ୍ତ ଓ ଫଳାଫଳ ଘୋଷଣା।

ଗଞ୍ଜାମ ଓକିଲ ସଂଘ ନିର୍ବାଚନ ସମାପ୍ତ ଓ ଫଳାଫଳ ଘୋଷଣା।

ଗଞ୍ଜାମ ଓକିଲ ସଂଘ ନିର୍ବାଚନ ସମାପ୍ତ ଓ ଫଳାଫଳ ଘୋଷଣା।

ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଅଦାଲତ ପରିସରରେ ଗଞ୍ଜାମ ଓକିଲ ସଂଘ ନିର୍ବାଚନ ଶାନ୍ତି ଓ ଶୃଙ୍ଖଳା ସହ ସମାପନ ହୋଇଛି। ଚଳିତ ବର୍ଷ ପାଇଁ ଅନୁଷ୍ଠିତ ଆଜିର ଏହି ନିର୍ବାଚନରେ ସୀତାଂଶୁ ଶେଖର ପଣ୍ଡା ସଭାପତି, ସତ୍ୟ ନାରାୟଣ ବସନ୍ତିଆ ଉପସଭାପତି, ଜଗନ୍ନାଥ ମିଶ୍ର ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବେ ରଞ୍ଜନ କୁମାର ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି।