ଗଜପତି ଜିଲ୍ଲା ନୂତନ ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲ ଅଗ୍ରୱାଲ ନିଯୁକ୍ତ।
ଗଜପତି,୨.୧.୨୦୨୬(ମନୋଜ ପାଢ଼ୀ): ଗଜପତି ରନୁତନ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ଗତ କିଛି ଦିନ ହେଲା ଜିଲ୍ଲାପାଳ ମଧୁମିତା ଛୁଟିରେ ଥିବା ବେଳେ ଆଜି ସରକାରଙ୍କ ପକ୍ଷରୁ ନୁତନ ଜିଲ୍ଲାପାଳ ଙ୍କ ନାମ ପ୍ରକାଶ ପାଇଛି । ଶ୍ରୀ ଅଗ୍ରୱାଲ ନୟାଗଡ଼ ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଅଛନ୍ତି।

