ଗଜପତିରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ, ସୁପ୍ତ ଅବସ୍ଥାରେ ଜିଲ୍ଲା ପରିବହନ ବିଭାଗଗଜପତିରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ, ସୁପ୍ତ ଅବସ୍ଥାରେ ଜିଲ୍ଲା ପରିବହନ ବିଭାଗ

ଗଜପତିରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ, ସୁପ୍ତ ଅବସ୍ଥାରେ ଜିଲ୍ଲା ପରିବହନ ବିଭାଗଗଜପତିରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ, ସୁପ୍ତ ଅବସ୍ଥାରେ ଜିଲ୍ଲା ପରିବହନ ବିଭାଗ

ଗଜପତିରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ, ସୁପ୍ତ ଅବସ୍ଥାରେ ଜିଲ୍ଲା ପରିବହନ ବିଭାଗଗଜପତିରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ, ସୁପ୍ତ ଅବସ୍ଥାରେ ଜିଲ୍ଲା ପରିବହନ ବିଭାଗ

ପାରଳାଖେମୁଣ୍ଡି, -: ଗଜପତି ଜିଲ୍ଲାରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଅମାନିଆ ଗାଡ଼ି ଚାଳକଙ୍କ ସଂଖ୍ୟା ଗୋଟିଏପଟେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ନିୟମ ନମାନି ଅନେକ ଚାଳକ ଭାରୀଯାନ ଚଳାଉଛନ୍ତି ଟ୍ରାଫିକ୍ ନିୟମକୁ ଉଲଂଘନ କରୁଥିବା ବେଳେ ପରିବହନ ବିଭାଗ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି ବର୍ତ୍ତମାନ କିଛି କଲେଜ ଛାତ୍ରଛାତ୍ରୀ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଉଥିବା ବେଳେ ସେମାନଙ୍କ ବେପରୁଆ ଗାଡ଼ିଚାଳନା ଅନ୍ୟମାନଙ୍କୁ ବିପଦରେ ପକାଉଛି। ଫଳରେ ସାଧାରଣ ଜନତା ଦୁର୍ଘଟଣାର ଶିକାର ହେବାର ନଜିର ରହିଛି। ତଥାପି ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ନମ୍ବର ପ୍ଲେଟ୍ ନଥାଇ ଅନେକ ଯାନବାହନ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ଭାରୀଯାନ ଗୁଡ଼ିକ ଓଭରଲୋଡିଂ କରୁଥିବା ବେଳେ ଜିଲ୍ଲାର ଅନେକ ଯାତ୍ରୀବାହୀ ବସ୍‌ର ଇନ୍‌ସ୍ୟୁରାନସ୍, ଫିଟନେସ ଓ ପରମିଟ୍ ନାହିଁ କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଏପରିକି ଜରିମାନା ତାଗିଦ୍ ସତ୍ତ୍ବେ ଅର୍ଦ୍ଧାଧିକ ଗାଡ଼ିରେ ଏଚ୍ଏସଆରପି ନମ୍ବର ପ୍ଲେଟ୍ ଲାଗିପାରିନି । ଏବେ ବି ଜିଲ୍ଲାରେ ରଙ୍ଗବେରଙ୍ଗ ନମ୍ବର ପ୍ଲେଟ୍ ଲାଗିଥିବା ଗାଡ଼ି ଚଳାଚଳ କରୁଛି। ପୁଲିସ ଓ ପରିବହନ ବିଭାଗ ମିଳିତ ଯାଞ୍ଚ କରିବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି।ଗଜପତି, ୪.୪(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାରେ ପରିବହନ ଆଇନକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଅମାନିଆ ଗାଡ଼ି ଚାଳକଙ୍କ ସଂଖ୍ୟା ଗୋଟିଏପଟେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ନିୟମ ନମାନି ଅନେକ ଚାଳକ ଭାରୀଯାନ ଚଳାଉଛନ୍ତି ଟ୍ରାଫିକ୍ ନିୟମକୁ ଉଲଂଘନ କରୁଥିବା ବେଳେ ପରିବହନ ବିଭାଗ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି ବର୍ତ୍ତମାନ କିଛି କଲେଜ ଛାତ୍ରଛାତ୍ରୀ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଉଥିବା ବେଳେ ସେମାନଙ୍କ ବେପରୁଆ ଗାଡ଼ିଚାଳନା ଅନ୍ୟମାନଙ୍କୁ ବିପଦରେ ପକାଉଛି। ଫଳରେ ସାଧାରଣ ଜନତା ଦୁର୍ଘଟଣାର ଶିକାର ହେବାର ନଜିର ରହିଛି। ତଥାପି ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ନମ୍ବର ପ୍ଲେଟ୍ ନଥାଇ ଅନେକ ଯାନବାହନ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ଭାରୀଯାନ ଗୁଡ଼ିକ ଓଭରଲୋଡିଂ କରୁଥିବା ବେଳେ ଜିଲ୍ଲାର ଅନେକ ଯାତ୍ରୀବାହୀ ବସ୍‌ର ଇନ୍‌ସ୍ୟୁରାନସ୍, ଫିଟନେସ ଓ ପରମିଟ୍ ନାହିଁ କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଏପରିକି ଜରିମାନା ତାଗିଦ୍ ସତ୍ତ୍ବେ ଅର୍ଦ୍ଧାଧିକ ଗାଡ଼ିରେ ଏଚ୍ଏସଆରପି ନମ୍ବର ପ୍ଲେଟ୍ ଲାଗିପାରିନି । ଏବେ ବି ଜିଲ୍ଲାରେ ରଙ୍ଗବେରଙ୍ଗ ନମ୍ବର ପ୍ଲେଟ୍ ଲାଗିଥିବା ଗାଡ଼ି ଚଳାଚଳ କରୁଛି। ପୁଲିସ ଓ ପରିବହନ ବିଭାଗ ମିଳିତ ଯାଞ୍ଚ କରିବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି।