ଖଣି ଅଧିକାରୀଙ୍କୁ ବାଲିମାଫିଆଙ୍କ ନାଲିଆଖି

ଖଣି ଅଧିକାରୀଙ୍କୁ ବାଲିମାଫିଆଙ୍କ ନାଲିଆଖି

ଖଣି ଅଧିକାରୀଙ୍କୁ ବାଲିମାଫିଆଙ୍କ ନାଲିଆଖି

ଗଜପତି, ୧୧.୧(ମନୋଜ ପାଢ଼ୀ)- ବାଲି ଟିପର୍‌କୁ ଜବତ କରିବାରୁ ଗଜପତି ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ଦୀପେନ୍‌ ପରିଡ଼ାଙ୍କୁ କିଛି ବାଲିମାଫିଆ କାର୍ଯ୍ୟାଳୟକୁ ଯାଇ ଧମକଚମକ ଦେଇଛନ୍ତି କିନ୍ତୁ ଦୀପେନ୍ ପାରଳାଖେମୁଣ୍ଡି ଥାନାରେ କୌଣସି ଏତଲା ଦେଇ ନଥିବା କହିଛନ୍ତି| ସୂଚନାନୁସାରେ ଗତକାଲି ରାତିରେ ପାରଳାଖେମୁଣ୍ଡି ସହର ପ୍ରବେଶପଥରେ ଦୁଇଟି ବାଲି ବୋଝେଇ ଆନ୍ଧ୍ର ଟିପର୍‌କୁ ଖଣି ଅଧିକାରୀ ଜବତ କରି କାର୍ଯ୍ୟାଳୟକୁ ଆଣିଥିଲେ। ଏହା ଜାଣିବା ପରେ ବାଲିମାଫିଆ ଓ ତାଙ୍କର କିଛି ସହଯୋଗୀ ଅଫିସ୍‌କୁ । ଆସି ଦୀପେନ୍‌ଙ୍କୁ ଭୟଭୀତ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ନିଜକୁ ଜକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ବୋଲି କହିଥି ହିଥିଲେ।

ଏହା ଶୁଣିବା ପରେ ଗାଡ଼ିକୁ ଥାନାକୁ ପଠାଇଦେବିବୋଲି ଅଧିକାରୀ କହିଥିଲେ। ପରେ ସେମାନେ ୪ ଲକ୍ଷ ଟଙ୍କା ଜରିମାନା ଭରି ଗୋଟିଏ ଗାଡ଼ିକୁ ନେଇଯାଇଥିଲେ। ଖବର ମିଳିବା ସୁଦ୍ଧା, ଏବେବି ଗୋଟିଏ ଟିପର୍ ଏବେବି ଖଣି କାର୍ଯ୍ୟାଳୟରେ ଅଛି ଏହି ବାଲିମାଫିଆଜଣକ ପୂର୍ବରୁ ମଧ୍ୟ ଅନେକଥର ବେଆଇନ ବାଲିଚାଲାଣ ବେଳେ ଧରା ପଡ଼ି ଖବର ମିଳିବା ସୁଦ୍ଧା, ଏବେବି ଗୋଟିଏ ଟିପର୍ ଏବେବି ଖଣି କାର୍ଯ୍ୟାଳୟରେ ଅଛି ଏହି ବାଲିମାଫିଆଜଣକ ପୂର୍ବରୁ ମଧ୍ୟ ଅନେକଥର ବେଆଇନ ବାଲି ଚାଳନା ଧରା ପଡି ୧୫ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଦେଇଥିବା ଅଧିକାରୀ କହିଛନ୍ତି ।ସେ ଅ ଅନ୍ୟମାନଙ୍କ ନାମରେ ଟିପର ଓ ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି। ଏକ ରାଜନୈତିକ ଦଳର ନାମ ନେଇ ସମସ୍ତଙ୍କୁ ଧମକଚମକ ଦେଉଥିବା ସୂଚନା ମିଳିଛି।