ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆସି କଫି ବୋର୍ଡରେ ଚାଷୀଙ୍କ ସହ କୋରାପୁଟ କଫି ବଜାର ବିସ୍ତାର ନେଇ ଆଲୋଚନା କରିଥିଲେ। ନାଲକୋ, ସହିଦ୍ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ, କୋଟସ ଅଧିକାରୀ ଓ ବିଭିନ୍ନ ସଂଗଠନ ପ୍ରତିନିଧିଙ୍କ ସହେତୁ ମଧ୍ୟ ସମୀକ୍ଷା ବୈଠକ କରିଥିଲେ। ସଂନ୍ଧ୍ୟାରେ କୋରାପୁଟ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଥିଲେ।
କୋରାପୁଟ ଗସ୍ତରେ ରାଜ୍ୟପାଳ, କଫି ଚାଷୀଙ୍କ ସହ ଆଲୋଚନା
