କୋରାପୁଟରେ ୮୪ ଭିନ୍ନକ୍ଷମଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ବଣ୍ଟନ:l
କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ଓ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL), ସୁନାବେଡାଙ୍କ କର୍ପୋରେଟ ସାମାଜିକ ଦାୟିତ୍ୱ (CSR) କାର୍ଯ୍ୟକଳାପ ଅଧୀନରେ ୮୪ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦାନ କରାଯାଇଛି।ଏହି ପଦକ୍ଷେପ ଦ୍ୱାରା ଭିନ୍ନକ୍ଷମ ମାନଙ୍କର ଦୈନନ୍ଦିନ ଯାତାୟାତ ସୁବିଧା ସୁଧାର ହେବା ସହ ସ୍ୱାବଳମ୍ବନତା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।ଏହି ଅବସରରେ କୋରାପୁଟ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ଓ ଏହି ପ୍ରୟାସକୁ ସ୍ୱାଗତ
