କେଶରା ଉପ୍ରା ପ୍ପ୍ରାଥମିକ ବିଦ୍ୟାଳୟ ତାଲୁକ୍ ସ୍ଥରିଅ ଆଇନ ସେବା ପ୍ରାଧିକରଣ ।

କେଶରା ଉପ୍ରା ପ୍ପ୍ରାଥମିକ ବିଦ୍ୟାଳୟ ତାଲୁକ୍ ସ୍ଥରିଅ ଆଇନ ସେବା ପ୍ରାଧିକରଣ ।

କେଶରା ଉପ୍ରା ପ୍ପ୍ରାଥମିକ ବିଦ୍ୟାଳୟ ତାଲୁକ୍ ସ୍ଥରିଅ ଆଇନ ସେବା ପ୍ରାଧିକରଣ ।

ଗଜପତି,୧୩.୧(ମନୋଜ ପାଢ଼ୀ) ମୋହନା ଗଜପତି ତରଫରୁ କେଶରା ଉପ୍ରା ପ୍ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟ୍ୟରେ ବିବେକାନନ୍ଦଙ୍କ ଜୟନ୍ତୀ,ଯୁବ ସମ୍ମିଳନୀ, ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମର ମୁଖ୍ୟାଉଧେଶ୍ୟ ଥିଲା ନିଶା ମୁକ୍ତ ଗ୍ରାମ ଓ ନିଶା ମୁକ୍ତ ଭାରତ ଗଠନ ର ଆଭିମୁଖ୍ୟ ଥିଲା, ଏହି କାର୍ଯକ୍ରମ ରେ,ମୁଖ୍ୟ ଅତିଥି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତା ରେ ଏବଂ ଆଇନୀବୀ,ସୁଦର୍ଶନ ସାହୁ, ଉପସଭାତି ଶିମାଞ୍ଚଳ କାର୍ଜି,ବୈଦ୍ୟନାଥ ସିଂ ଏପିପି, ଶୁଶାନ୍ତ ମଲ୍ଲିକ,ଜୋସେଫ ମାଝୀ,ଦୁର୍ଯୋଧନ କରଡ଼ା,ସୁନୀତା ରଣସିଂହ,ରିନା ପ୍ରଧାନ,ଅଭିଯାନ ସିଂ,ରାକେଶ କୁମାର ନାୟକ,ସତ୍ୟବାଦୀ ନାୟକ,ଅଦାଲତର ବରିଷ୍ଠ କିରାଣି ଗୌରହରି ପଣ୍ଡା,ସୁନିଲ କୁମାର କାତା, ଏଵଂ ଅନ୍ୟାନ୍ୟ କର୍ମଚାରୀ, ସ୍କୁଲ ସଭାପତି ବିଶ୍ଵନାଥ ଦଳାଇ,ସ୍କୁଲର ଛାତ୍ର ଛାତ୍ରୀ,ଗ୍ରାମବାସୀ ଉପସ୍ଥିତ ଥିଲେ,ପ୍ରଧାନ ଶିକ୍ଷକ ଭିକାରୀ ନାୟକ ସୁଚାରୁ ରୂପେ କାର୍ଯ୍ୟ ତୁଲାଇଥିଲେ ଏଥିରେ ସ୍କୁଲ୍ରର ଶିକ୍ଷକ ରମାକାନ୍ତ ମଲ୍ଲିକ,ଜଗତ ଚନ୍ଦ୍ର ନାୟକ,ଝିନା ମଲ୍ଲିକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ ନୃତ୍ୟ ମାଧ୍ୟମରେ ସଚେତନ କରି ବୃକ୍ଷ ରୋପୋଣ ହୋଇଥିଲା,ପ୍ରଧାନ ଶିକ୍ଷକ ଭିକାରୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା।