କାଶୀନଗର ବ୍ଲକ ରେ ଜଳ ବିଭାଜନ ମୋହତ୍ସବ୍ ଅନୁଷ୍ଟିତ।

କାଶୀନଗର ବ୍ଲକ ରେ ଜଳ ବିଭାଜନ ମୋହତ୍ସବ୍ ଅନୁଷ୍ଟିତ।

କାଶୀନଗର ବ୍ଲକ ରେ ଜଳ ବିଭାଜନ ମୋହତ୍ସବ୍ ଅନୁଷ୍ଟିତ।

ଗଜପତି,31.1(ମନୋଜ ପାଢ଼ୀ) – କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ଭାନ୍ନାଗୁଡ଼ା ଗ୍ରାମ ଠାରେ ଠାରେ, ପ୍ରଧାମନ୍ତ୍ରୀ କୃଷି ସଂଚାୟୀ ଯୋଜନା ଦ୍ଵାରା ଆୟୋଜିତ ବ୍ଲକ ସ୍ତରୀୟ ଜଳ ବିଭାଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଶୁଭ ଆରମ୍ଭ କରିଥିଲେ, ପ୍ରଥମେ 11 ଲକ୍ଷ୍ୟ 50 ହଜାର ରେ ନିର୍ମିତ ଜଳ ଅମଳ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ ପରେ ଏକ ବୃକ୍ଷରୋପଣ କରାଯାଇଥିଲା ,ସେଇ ଭଳି ଖୁରିଗାଁ ଠାରେ ଆଡିବନ୍ଧ ଭୂମି ପୂଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରସ୍ମିରେଖା ନାୟକ, ADM ଫାଲଗୁନି ମାଝି, ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବୁରୁଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।