କାର୍ ଦୁର୍ଘଟଣା ରେ ଦୁଇ ମୃତ ଓ ଦୁଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
କାର୍ ଦୁର୍ଘଟଣା ରେ ଦୁଇ ମୃତ ଓ ଦୁଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ରାସ୍ତା କଡ଼ ଏକ ଗଭୀର ଖାଲକୁ ଗୋଟିଏ କାର୍ ଖସି ଯାଇ ଚାଳକ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି ।
*ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି ।* ଭୁବନେଶ୍ଵର:ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣିଥିବା ଜମିର…
Koraput District Honoured for Excellence in Millet Mission at International Sri Anna and Women Farmers Conference 2025
The International Sri Anna and Women Farmers Conference – 2025 was organized at the Lokseba Bhawan Convention Center, Bhubaneswar, focusing on the contribution of women in safeguarding agricultural history and…
‘ପରବ -୨୦୨୫’ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡ଼ା ଗ୍ରାମପଞ୍ଚାୟତର କୁଟୁଣିପଦର ଠାରେ ଶୁଭାରମ୍ଭ ହୋଇଯାଇଛି।
ଆଦିବାସୀ ସଂସ୍କୃତି ଓ ଐତିହ୍ୟର ଜାତୀୟ ସ୍ତରୀୟ ବିଶାଳ ମହୋତ୍ସବ ‘ପରବ -୨୦୨୫’ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡ଼ା ଗ୍ରାମପଞ୍ଚାୟତର କୁଟୁଣିପଦର ଠାରେ ଶୁଭାରମ୍ଭ ହୋଇଯାଇଛି। ମହୋତ୍ସବରେ ବିଶାଳ ଜନ ସମାଗମ ହୋଇଥିଲା। ଏହି ଅବସରରେ ମାନ୍ୟବର ବିଧାୟକଗଣ,…
ଦିଲ୍ଲୀ ବିସ୍ଫୋରଣ ଆହତମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶୀଘ୍ର ସୁସ୍ଥତା କାମନା
ଦିଲ୍ଲୀ:ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ସହ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଲେ । ଭୁଟାନ ଦୌରାରୁ ଫେରିଲେ ପରେ ସେ ସିଧା ଏଲଏନଜେପି ହସ୍ପିଟାଲକୁ ଯାଇ, ଆହତମାନଙ୍କ ଅବସ୍ଥା ବିଷୟରେ ଡାକ୍ତରମାନଙ୍କ ପାଖରୁ ତଥ୍ୟ ନେଲେ…
ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟିଆସନ୍ତା ୧୭ରେହରିଶ୍ଚନ୍ଦ୍ର ବକ୍ସିପାତ୍ର ୯୨ତମ ଜୟନ୍ତୀଜୟନ୍ତୀ ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ ହେବ
ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟିଆସନ୍ତା ୧୭ରେହରିଶ୍ଚନ୍ଦ୍ର ବକ୍ସିପାତ୍ର ୯୨ତମ ଜୟନ୍ତୀଜୟନ୍ତୀ ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ ହେବ ଭୁବନେଶ୍ଵର, ୧୨/୧୧ : ଆଜି ଅପରାହ୍ନରେ ହରିଶ୍ଚନ୍ଦ୍ର ବକୃପାତ୍ର ସ୍ମୃତିକମିଟିର ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ସଭାପତିତ୍ୱରେ ‘ପୂଣ୍ୟକୁ’,…
ମୋହନା ରୁ କେରଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ
ମୋହନା ରୁ କେରଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ ଗଜପତି:12/11/25 ଗଜପତି ଜିଲ୍ଲା ମୋହନା ପୋଲିସ ଗତକାଲି ପେଟ୍ରୋଲି କରୁଥିବା ସମୟରେ ମୋହନା ବ୍ଲକର ରାଇସିଂ ଛକରେ ଦେଢ଼ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା…
ପ୍ରସ୍ତାବିତ ବାଲ୍ୟ ବିବାହକୁ ଅଟକାଇଲା ଗଜପତି ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନ l
ପ୍ରସ୍ତାବିତ ବାଲ୍ୟ ବିବାହକୁ ଅଟକାଇଲା ଗଜପତି ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନ l ଗଜପତି:୧୨/୧୧(ମନେlଜ ପାଢୀ)ଗଜପତି ଜିଲ୍ଲା ଚାଇଲ୍ଡ ହେଲ୍ସଲାଇନ ପ୍ରକଳ୍ପ ସଂଯୋଜିକା ବୈଶାଳୀ ପଟ୍ଟନାୟକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆୟୋଜିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ବନ୍ଦ କରିଥିବା…
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ “ସାଇବର ଅପରାଧର ସୁରକ୍ଷା ଅଭିଯାନ : ବିରାଟ ପଦଯାତ୍ରା ସମେତ ସଚେତନତା ସଭା କାର୍ଯ୍ୟକ୍ରମ l
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ “ସାଇବର ଅପରାଧର ସୁରକ୍ଷା ଅଭିଯାନ : ବିରାଟ ପଦଯାତ୍ରା ସମେତ ସଚେତନତା ସଭା କାର୍ଯ୍ୟକ୍ରମ lଗଜପତି (ମନେlଜ ପାଢୀ)” ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା-୨୦୨୫” ଅବସରରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ…
ରାୟଗଡ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ରାୟଗଡ ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ। ଗଜପତି;୧୨/୧୧(ମନେlଜ ପାଢୀ)ଗଜପତି ଜିଲ୍ଳା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାୟଗଡ଼ ପଞ୍ଚାୟତ ସମିତି…
