କାଳୀପୂଜା ଦଶମହାବିଦ୍ୟା ଉତ୍ସବ ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟ ରେ ବିଭିନ୍ନ ରୂପରେ ପୂଜା ପାଇବେ ମା

କାଳୀପୂଜା ଦଶମହାବିଦ୍ୟା ଉତ୍ସବ ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟ ରେ ବିଭିନ୍ନ ରୂପରେ ପୂଜା ପାଇବେ ମା

କାଳୀପୂଜା ଦଶମହାବିଦ୍ୟା ଉତ୍ସବ ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟ ରେ ବିଭିନ୍ନ ରୂପରେ ପୂଜା ପାଇବେ ମା

ରାୟଗଡା (ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ସହରର ଫ୍ରେଣ୍ଡସ ୟୁଥ୍ ଆସୋସିଏଶନ ପକ୍ଷରୁ ଚଳିତ ବର୍ଷ ୪୩ତମ ବାର୍ଷିକ ମା’ ଜଗତନନୀ କାଳୀପୂଜା ଦଶମହାବିଦ୍ୟା ଉତ୍ସବ -୨୦୨୫ ମୋହା ଆଡମ୍ବର ସହକାରେ ପାଳନ କରାଯିବାକୁ ପୂଜା ଜମିଟି ନିଷ୍ପତି ନେଇଛି । ଏହି କ୍ରମରେ ସହରର ବ୍ଲକ କଲୋନିସ୍ଥିତ କାଳୀପୂଜା ମଣ୍ଡପରେ ମା’ କାଳୀଙ୍କ ମୁଣ୍ଡରୀ ମୂର୍ତି ଓ ଆକର୍ଷଣୀୟ ତୋରଣ ପ୍ରସ୍ତୁତି ଜୋର୍‌ଦାରରେ ଚାଲିଥିବା ଦେଖ‌ିବାକୁ ମିଳିଛି । ଆଜି ଅକ୍ଟୋବର ୨୦ଦୀପାବଳି ଅମାବାସ୍ୟା ମଧ୍ୟରାତ୍ରରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ପୂଜା ଭାଗବ ଅନୁଷ୍ଠିତ ହେବ ୨୦ତାରିଖ ସକାଳେ ଅଙ୍ଗୁରାରୋପଣ, ସୂର୍ଯ୍ୟପୂଜା, ମଣ୍ଡପ ସାରାବୁଦ୍ଧି, ଆବାହନ ଓ ବିଲ୍ଵବରଣ, ଜଳସ ଆବାହନ, ଅଧ‌ିବାସ, ସନ୍ଧ୍ୟା ଦେବୀ ସ୍ବାଗତ ପୂଜା ସ୍ଥିର ହୋଇଛି । ସେହିପରି ୨୧ରୁ ୩୦ତାରିଖ ମଧ୍ୟରେ ମା’ ଗୁରୁତାରା ପୂଜା, ମା’ ତ୍ରିପୁରା ସୁନ୍ଦରୀ ପୂଜା, ମା’ ଭୁବନେଶ୍ଵର, ମା’ ତ୍ରିପୁରା ଭୈରବୀ, ମା’ ଛିନ୍ନମସ୍ତା, ମା’ ଧୂମାବତୀ, ମା’ ବଗଳାମୁଖୀ, ମା’ ମାତାଙ୍ଗନୀ, ମା’ କମଳାମ୍ବିକା
(ମହାଲକ୍ଷ୍ମୀ ପୂଜା) ଏବଂ କଳାକୁମାରୀ ପୂର୍ବ−ତି ପୂଜାବିଧା ନୀତିକାରି ଅନୁଯାୟୀ ନୁଯାୟୀ ଅନୁଷ୍ଠିତ ହେବ ବୋଲି ପୂଜା କମିଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ଏହି ଉତ୍ସବ ପାଳନ ଅବସରର 69 ପ୍ରାୟ ୨୦୦ଟି ଷ୍ଟଲ୍ ଖୋଲାଯିବା ସହ ମିନାବଜ଼ାର ଖୋଲିବ ୨୧ରୁ ୩୦ତାରିଖ ଯାଏ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ 21 ତାରିଖରେ ଫିଲ୍ମ ଶୋ, 22 ତରିଖ ରେ ପଦ୍ମପୁର ର ଭୋଜନ ସମାରୋହ, 23 ତାରିଖ ରେ ପି ଏମ ସି ଡେନ୍ସ, 24 ରର ବଗି ୱଗି, 25 ରେ ମୁଜିକାଲ ନାଇଟ,26 re କଟକ ର ମେଲୋଡି, 27 ରେ ପି ଡି ସି ଗ୍ରୁପ ରାୟଗଡା, 28 ଓ 29 ବଗି ୱଗିଓ ଶେଷରେ 30 ରେ ଆନ୍ଧ୍ର ପ୍ରଦେଶ ର ଡେଂନ୍ସ ଅନୁଷ୍ଠିତ ହେବ ବେ ସଭାପତି ଦିଲୀପ ପଟ୍ଟନାୟକ ପ୍ରକାଶ କରୁଛନ୍ତି। କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଯୋଗଦେବାକୁ ଉପସଇପ ଶିବାଜୀ ଦାସ, ସାଧାରଣ ସମ୍ପାଦକ ଶିବ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରାମପୁରୀ ଗଣେଶ, ସଂଗଠନ ସମ୍ପାଦକ ଜେ.ପି. ରାଜଗୁରୁ, ପ୍ରସନ ସୁମାର ରାଓ, କୋଷାଧସ୍ ଗୌରୀ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଅନୁରୋଧ କରିଛନ୍ତି ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ