କାଦୋବାହାଲ ର ବର୍ଷିଆନ ଶିକ୍ଷକ କଂ ଦେହାନ୍ତ ହୋଇଯାଇଛି।

କାଦୋବାହାଲ ର ବର୍ଷିଆନ ଶିକ୍ଷକ କଂ ଦେହାନ୍ତ ହୋଇଯାଇଛି।

କାଦୋବାହାଲ ର ବର୍ଷିଆନ ଶିକ୍ଷକ କଂ ଦେହାନ୍ତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋଵାହାଲ ଗ୍ରାମ ର ନବୀନ ଚନ୍ଦ୍ର ଶତପଥୀ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଜଣେ ପ୍ରଧାନଶିକ୍ଷକ, କୀର୍ତ୍ତନ ଗ୍ରାହକ, ଧର୍ମପରାୟଣ,ଅଧ୍ୟାତ୍ମିକ, ମେଲାପୀ ଓ ସମାଜସେବୀ ଥିଲେ। ତାଂକର ବିୟୋଗ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶବାଧାରରେ ସାମିଲ ହୋଇଥିଲେ। ତାଙ୍କର ପଛରେ ତିନି ପୁଅ ସଂଜୀବ, ସମୀର, ସୁବ୍ରତ ତିନି ଝିଅ ପ୍ରଣତି,ପ୍ରଭାତୀ, ସୁନିତା ଓ ନାତିନାତୁଣୀ ଛାଡି ଯାଇଛନ୍ତିତାଙ୍କର ବଡ ପୁଅ ସଂଜୀବ କୁମାର ଶତପଥୀ ମୁଖାଗ୍ନି ଦେଇଥିଲେ।