କଳାକାର ସ୍ବର୍ଗତ ଜଳନ୍ଧର ଦିଗାଳ ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ…
କନ୍ଧମାଳ: – (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପାରିଗାଁ ଜେଡିନାଜୁ ଗ୍ରାମରେ ଚମ୍ପା ଦିଗାଳ ଓ ପରିବାର ତରଫରୁ ଓରଦା(ORDA)ଅନୁଷ୍ଠାନ ସହଯୋଗ ରେ ଆୟୋଜିତ ପ୍ରଖ୍ୟାତ କଳାକାର ସ୍ୱର୍ଗତ ଜଳନ୍ଧର ଦିଗାଳ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅତି ଧୂମଧାମ ରେ ପାଳନ ପ୍ରସ୍ତୁତି ଚାଲିଛ ଦିନେ ଟିପାରୀଗାଁ ଗ୍ରାମର ସ୍ବର୍ଗତ ଜଳନ୍ଧର ଡିଗାଲ ଜଣେ ଉଚ୍ଚ କୋଟିର କଳାକାର,ସଫଳ ଚାଷୀ ଓ ଦରଦୀ ମଣିଷ ଭାବେ ଟିକାବାଲି ଅଞ୍ଚଳ ସମେତ କନ୍ଧମାଳ ଜ଼ିଲ୍ଲାରେ ପରିଚିତ ଥିଲେ ତାଙ୍କ ହିରଣ୍ୟ କାଶ୍ୟପ ଅଭିନୟ ର ଯାଦୁ ସମସ୍ତଙ୍କୁ ଚକିତ କରୁଥିଲା ଆଜିସେ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ଅଭିନୟ ଏବଂ ଦୟା ହୃଦୟ ଉତ୍ତର ଦାୟାଦ ମାନଙ୍କୁ ପ୍ରେରଣା ଦେଉଛି ଇତ୍ୟବସରରେ ତାଙ୍କ ସ୍ମୁତି ଚାରଣ ପାଇଁ ତା-୨୭/୧୨//୨୦୨୫/ରିଖ ଶନିବାର, ସମୟ ସକାଳ ୧୦ ଘଣ୍ଟିକା ରେ ଟିପାରିଗାଁ (ଜେଡି ନାଯୁ)ରେ ଅନୁଷ୍ଠିତ ଶ୍ରାଦ୍ଧ ବାର୍ଷିକ ଉତ୍ସବ( ପିଦେରି ଆର୍ପା)କାର୍ଯ୍ୟକ୍ରମ ରେ କନ୍ଧମାଳ ର ଆଗଧାଡିର ସମାଜସେବୀ, କଳାକାର,ଓ ବିପ୍ଲବୀ, ଯେମିତିକି କୁଇସମାଜ ସ୍ୱମ ନୟ ସମିତି କନ୍ଧମାଳ ସାଧାରଣ ସମ୍ପାଦକ- ଶ୍ରୀ ଯୁକ୍ତ ଲମ୍ବୋଦର କହଁର,ରାଜ୍ୟ ଅନୁସୂଚିତ ଜାତି ମୋର୍ଚା ଉପସଭାପତି- ରାମବିଶି ଦିଗାଳ,ଘୁ. ଉଦୟଗିରି ବିଧ୍ୟୟକ- ପ୍ରଫୁଲ ପ୍ରଧାନ,ଫୁଲବାଣୀ ବିଧାୟକ- ଉମାଚରଣ ମଳିକ,ପୂର୍ବତନ ବିଧୟିକାl- ଅଜୟନ୍ତୀ ପ୍ରଧାନ,ବିଡ଼ିଓ ତଥା ବ୍ଲକ କଳା ସଂକୃତିସଂଘ ସଭାପତି -ବିଷ୍ଣୁ ଗୋବିନ୍ଦ,ସଂକୃତି ଅଧିକାରୀ- କନ୍ଧମାଳ ଗଦାଧର ପାତ୍ର,ଓଡ଼ିଆ ଭାଷା ସାହିତ୍ୟ ଓ ସଂକୃତି ବିଭାଗ ଓଡିଶା ଆସିଷ୍ଟାଣ୍ଟ ଡାଇରେକ୍ଟର- ଅକ୍ଷୟ କୁମାର ସେଠି,ପୂର୍ବତନ ଉପାଧ୍ୟକ୍ଷ ଜ଼ିଲ୍ଲା ପରିଷଦ- ନେତ୍ରମାନ ସେଟ,ଟିକାବାଲି ବ୍ଲକ ଅଧକ୍ଷ- ଦିଲୀପ. କହଁର, କୁଇ ସମାଜ ସଭାପତି -ତପନ କହଁର,ସରପଞ୍ଚ-କୁନ୍ଦରୁ ମଳିକ,ସମାଜସେବୀ- ଶ୍ୟାମଳ କୁମାର ଦିଗାଳ, ସୁଧୀର କୁମାର ସାହୁ,ଆଇନଜୀବୀ- ପ୍ରଦୀପ କହଁର,ସତ୍ୟ ନାରାୟଣ ବେହେରା କାରlଟି ପ୍ରଶିକ୍ଷକ- ଗୋପାଳ କହଁର, ସମାଜସେବୀ -ନୀଳ ମାଧବ ପାତ୍ର, ଯୁଗଳ ପଣ୍ଡା,ରାଜକିଶୋର ପ୍ରଧାନ, ଜ଼ିଲ୍ଲା କଳା ସଂକୃତି ଉପସଭାପତି -ବିଜେନ୍ଦ୍ର ପ୍ରଧାନ,ମହିଳା ମହାସଂଘ ସଭାନେତ୍ରୀ- ଅପସରି ଦିଗାଳ,ସମେତ ଗନ୍ଧର୍ବ କହଁର, ଅନନ୍ତ ନାୟକ, ଝୁନୁ ଦିଗାଳ, ସୁଜତା ମଳିକ, ସଂଜୀବ ଦିଗାଳ, ବିରସେନ ଦିଗାଳ, ବଳି କହଁର, ଅଭିମନ୍ୟୁ ମଳିକ,ଏହିପରି ବହୁ ବିଶିଷ୍ଠ ଅତିଥି ବୃନ୍ଦ ଯୋଗଦାନ କରି ଜମାଜ ହିତକର ବାର୍ତା ଅର୍ଥାତ -ପିତାମାତାଙ୍କୁ ସେବା ଏବଂ ଭକ୍ତି, ସମାଜସେବାର ମହତ୍ୱ, କଳା ଓ ସଂକୃତି ଭାଇଚାରାର ସମ୍ପର୍କ, ଓ ପରିଶ୍ରମୀ ଚାଷୀର ମୂଲ୍ୟବୋଧ ଇତ୍ୟାଦି ସଚେତନତା ବିଷୟ ଵସ୍ତୁ ଉପରେ ତାଙ୍କ ଉଦେଶ୍ୟରେ ଦୁଇପଦ ବ୍ୟକ୍ତବ୍ୟ ରଖି ସମାଜକୁ ଦିଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡିଛି ଏଣୁ ଟିକାବାଲି ଅଞ୍ଚକର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜସେବୀ, କଳାକାର ଓ ଅଞ୍ଚଳବାସୀ ଙ୍କୁ ଉକ୍ତ ମହତ କାର୍ଯ୍ୟକ୍ରମ ରେ ଯୋଗଦାନ ନିମନ୍ତେ ବିଶ୍ଵବଣୀ ନିୟୁଜ ମାଧ୍ୟମରେ ନିମନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି l

