କଡମାତାଳ ଗ୍ରାମରେ ଘଡଘଡି ପଡି ୨ ମହିଳାଙ୍କ ସହ ଜଣେ ପୁରୁଷ ଗୁରୁତ୍ତର।

କଡମାତାଳ ଗ୍ରାମରେ ଘଡଘଡି ପଡି ୨ ମହିଳାଙ୍କ ସହ ଜଣେ ପୁରୁଷ ଗୁରୁତ୍ତର।

କଡମାତାଳ ଗ୍ରାମରେ ଘଡଘଡି ପଡି ୨ ମହିଳାଙ୍କ ସହ ଜଣେ ପୁରୁଷ ଗୁରୁତ୍ତର।

ଗଜପତି (ମନୋଜ ପାଢୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତ ର କଡମାତାଳ ଗ୍ରାମରେ ଆଜି ୫ ଟା ବେଳେ ଘଡ ଘଡି ପଡି ୨ମହିଳା ଙ୍କ ସମେତ ଜଣେ ପୁରୁଷ ଗୁରୁତ୍ତର ଥିବା ସୂଚନା ରହିଛି। ଗୁରୁତ୍ତର ମାନେ ହେଲେ କଡମାତାଳ ଗ୍ରାମର ୩୨ ବର୍ଷୀୟା ରଶ୍ମିତା ରଇତ , ୪୫ ବର୍ଷୀୟା ବସୁମତୀ ରଇତ , ଏବଂ ୫୦ ବର୍ଷୀୟ ଅସ୍ପିନ୍ ରଇତ ବୋଲି ଖବର ରହିଛି। ଗୁରୁତ୍ତର ମାନଙ୍କୁ ଗ୍ରାମ ବାସୀ ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଛିନ୍ତୀ। ଅସ୍ପିନ ରଇତ ଙ୍କ ଅବସ୍ଥା ସଙ୍କଟ ପୂର୍ଣ୍ଣ ଥିବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଛି। ସୂଚନା ପ୍ରକାରେ ଅପରାହ୍ନ ବେଳେ ନିଜ ବଗଡ ରେ କାଠ ଆଳୁ ସଂଗ୍ରହ କଲା ବେଳେ ହଠାତ୍ ମେଘ ସହ ଘଡ଼ଘଡି ମାରିଥିଲା। ଯାହା ଫଳରେ ଏହି ଘଟଣା ଟି ଘଟିଥିବା ଶୁଣିବାକୁ ମିଳିଛି।