“ଏକ ଯୁଗର ଅନ୍ତ ଘଟିଗଲା।ଧର୍ମେନ୍ଦ୍ରଜୀ କେବଳ ଜଣେ ଅଭିନେତା ନୁହେଁ, ସେ ଜଣେ ଅମର ସୃଷ୍ଟିକାର—ଯିଏ ପ୍ରତ୍ୟେକ ଚରିତ୍ରକୁ ସ୍ବତନ୍ତ୍ର ଜୀବନ ଦେଇଥିଲେ।ବିଭିନ୍ନ ଭୂମିକାରେ ତାଙ୍କ ଅପୂର୍ବ ଅଭିନୟ ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଥିଲା ଏବଂ ମନୋରଞ୍ଜନ ଜଗତରେ ସେ ନିଜ ଅମିଟ ଛାପ ରଖିଯାଇଛନ୍ତି।ତାଙ୍କ ସରଳତା, ନମ୍ରତା ଏବଂ ସ୍ନେହପୂର୍ଣ୍ଣ ସ୍ବଭାବ ଯେକୌଣସିକୁ ମୋହିତ କରିପାରୁଥିଲା।ଆଜି ସେ ଆମ ମଧ୍ୟରେ ନଥିବା ସତ୍ୱେ, ତାଙ୍କ ସ୍ମୃତି, ସୃଷ୍ଟି ଏବଂ ଅଭିନୟ ସଦା ସଦା ପାଇଁ ଅମର ହେବ।ଏହି ଦୁଃଖଦ ସମୟରେ, ମୋର ଗଭୀର ସମବେଦନାତାଙ୍କ ପରିବାର,ତାଙ୍କ ସହଯୋଗୀ,ଏବଂ ଅଗଣିତ ପ୍ରଶଂସକଙ୍କ ସହ ଅଛି।ଓମ୍ ଶାନ୍ତି।”
ମନୋରଞ୍ଜନ ଜଗତରେ ସେ ନିଜ ଅମିଟ ଛାପ ରଖିଯାଇଛନ୍ତି

