ଆରାବଳୀ କେବଳ ଏକ ପର୍ବତ ନୁହେଁ ଏହା ଭାରତର ପାରିବେଶିକ କବଚ ଅଟେ।

ଆରାବଳୀ କେବଳ ଏକ ପର୍ବତ ନୁହେଁ ଏହା ଭାରତର ପାରିବେଶିକ କବଚ ଅଟେ।

ଆରାବଳୀ କେବଳ ଏକ ପର୍ବତ ନୁହେଁ ଏହା ଭାରତର ପାରିବେଶିକ କବଚ ଅଟେ। କିନ୍ତୁ ଭାରତର ସବୁଠାରୁ ପୁରୁଣା ପର୍ବତଶ୍ରେଣୀ ଆରାବଳୀ ଆଜି ଏକ ଗଭୀର ବିବାଦର କେନ୍ଦ୍ର ବିନ୍ଦୁରେ। ରାଜସ୍ଥାନ, ହରିଆଣା ଓ ଦିଲ୍ଲୀ ଆଖପାଖରେ ଅବସ୍ଥିତ ଏହି ପର୍ବତମାଳା କେବଳ ଏକ ଭୌଗୋଳିକ ଗଠନ ନୁହେଁ; ଏହା ଉତ୍ତର ଭାରତର ପରିବେଶୀୟ ସମତୁଳନର ଏକ ଅଦୃଶ୍ୟ ରକ୍ଷାକବଚ।