ଆନ୍ତର୍ଜାତୀୟ ମହିଳା ଦିବସ ପାଳନ, ମହିଳା ଚାଷୀ ସମ୍ମାନିତ । ଆର,ଉଦୟଗିରି(ମନୋଜ କୁମାର ପାଢ) ଆଜି ମୋହନା ବ୍ଲକ ଆକିଲି ଗ୍ରାମର ୱାଟର ସେଡ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା I କାନ୍ଦୁଲ, ସୂର୍ଯ୍ୟମୁଖୀ ଚାଷ ରେ ସଫଳ ହୋଇଥିବା ମହିଳା ଚାଷୀ ଙ୍କୁ ଇକ୍ରିସେଟ ତରଫରୁ ବି.ଡି.ଓ ଶ୍ରୀଯୁକ୍ତ ରାଜୀବ କୁମାର ଦାସ, ଏ.ଡି.ଓ, କୃଷିବିଭାଗ, ଓ.ଏଲ୍.ମ୍ ଅଧିକାରୀ, ଗ୍ରାମବିକାଶ ଅଧିକାରୀ ଏବଂ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚକ୍ରଧର ପଣ୍ଡା ମହୋଦୟ ଙ୍କ ଉପସ୍ଥିତି ରେ ମହିଳା ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା I ପରିଶେଷରେ ଏହା ସହ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇ ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନ ଉପରେ ବାର୍ତ୍ତା ଦିଆଯାଇଥିଲ ।
Related Posts

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି!
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି!

ଉତ୍ତମ ସେବା ପ୍ରଦାନ ପାଇଁ ଜରଡା ଥାନା କର୍ମଚାରୀ ମାନେ ବ୍ରହ୍ମପୁର ଏସ୍ ପି ଙ୍କ ଦ୍ଵାରା ପୁରସ୍କୃତ।
ଉତ୍ତମ ସେବା ପ୍ରଦାନ ପାଇଁ ଜରଡା ଥାନା କର୍ମଚାରୀ ମାନେ ବ୍ରହ୍ମପୁର ଏସ୍ ପି ଙ୍କ ଦ୍ଵାରା ପୁରସ୍କୃତ। ଜରଡା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି,…

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର 52 ତମ ସ୍ଵନକ୍ଷତ୍ର ଦିବସ ପାଳିତ
*ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର 52 ତମ ସ୍ଵନକ୍ଷତ୍ର ଦିବସ ପାଳିତ* ନୂଆପଡା ଜିଲ୍ଲା ( ଓମ୍ ପ୍ରକାଶ ଚୌଧୁରୀ)ଖଡିଆଳ ସ୍ଥିତ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ…