ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ କଂ ପୁଷପୁନୀ ର ଛେରଛେରା ଅଭିନବ ପ୍ରୟାସ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଦନ୍ତା ନଦୀ କୂଳରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ ବାଲୁକା କଳା ରେ ପଶ୍ଚିମ ଓଡିଶାର ଚାଷୀ, ମୂଲିଆମାନଙ୍କର ବିଶେଷ ପର୍ବ ପୌଷ ପୂର୍ଣ୍ଣିମା ଦିନ ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାର ପିଠାପଣା ଇତ୍ୟାଦି ଖାଦ୍ୟ ପ୍ରସ୍ତୁତ ଖିଆପିଆ ହୋଇଥାଏ। (ପୁଷପୁନୀ) ପାଳନ କରାଯାଇଥାଏ। ଏହି ଦିନ ଛେରଛେରା ଛୋଟଛୋଟ ପିଲା (ଛୁଆ) ମାନେ ଇ ଘରରବୁଢୀ କାହିଁଗଲା ବୋଲି କହି ଛେରଛେରା ମାଗିଥାନ୍ତି।

