ଆଇନଜୀବୀଙ୍କ ‌ଆତ୍ମାହୁତି: ୪ମହଲା ଉପରେ ଜଳିଗଲେ, ମାନସିକ ରୋଗରେ ଆକ୍ରାନ୍ତ ଥିଲେ

ଗରମ ଲାଗୁଛି, ମୁଁ ଛାତ ଉପରକୁ ଯାଉଛି। ପରେ ଆସି ଖାଇବି।’ ଏମିତି କହି ଛାତ ଉପରକୁ ଗଲେ, ହେଲେ ଆଉ ଫେରିଲେ ନାହିଁ। ସିଡି କବାଟ ବନ୍ଦ କରି ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଦେଲେ।