ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ।
ଗଜପତି,୬.୩(ମନୋଜ ପାଢ଼ୀ)-:ଆଜି ତାରିଖ 6-3-2026 ଶୁକ୍ରବାର ଦିନ, ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଉପଲକ୍ଷେ , SWWS (T.I-Project)-NGO ନେତୃତ୍ବରେ ଏକ ମ୍ୟୁଜିକଲ୍ ଚେୟାର, ଲେମ୍ବୁ ଚାମଚ୍ ଏବଂ ଝୁଟ୍ଟି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା, ଉକ୍ତ ଏହି ପ୍ରତିଯୋଗିତା ପାରଳାଖେମୁଣ୍ଡି ୱାର୍ଡ no-7 ର ଗୁଣ୍ଟୁଭାରି ସାହି ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା , ଉକ୍ତ ଏହି ପ୍ରତିଯୋଗିତା ରେ ଗୁଣ୍ଟୁଭାରି ସାହି ର 40 ରୁ ଉର୍ଦ୍ଧ୍ବ ବହୁ ମହିଳା ମାନେ ଅଂଶଗ୍ରହଣ କରିଥିଲେ , ଏହି ପ୍ରତିଯୋଗିତା ରେ ସମାଜ ସେବୀ ଜସ୍ମିନ୍ ଶେଖ୍, ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ, Project Manager P.ସୁନିତା, Councilor A.ମମତା, P.e – ମଧୁ ବରାଡ, P.e – ପ୍ରିୟାନ୍ସ P.e- ମମତା ପଟ୍ଟନାୟକ, p.e – ରମ୍ଭା ଆଦି ସମସ୍ତେ SWWS-NGO ବୃନ୍ଦ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
