ଅନେକ ଚାଷୀ ଯୋଗ୍ୟ ତାଲିକାରୁ ବାଦ୍ଗଜପପତିରେ ଧାନକିଣାରେ ବିଭ୍ରାଟ ମଣ୍ଡିରେ ବିକ୍ରି ହୋଇପାରୁନି ଧାନ ।

ଅନେକ ଚାଷୀ ଯୋଗ୍ୟ ତାଲିକାରୁ ବାଦ୍ଗଜପପତିରେ ଧାନକିଣାରେ ବିଭ୍ରାଟ ମଣ୍ଡିରେ ବିକ୍ରି ହୋଇପାରୁନି ଧାନ ।

ଅନେକ ଚାଷୀ ଯୋଗ୍ୟ ତାଲିକାରୁ ବାଦ୍ଗଜପପତିରେ ଧାନକିଣାରେ ବିଭ୍ରାଟ ମଣ୍ଡିରେ ବିକ୍ରି ହୋଇପାରୁନି ଧାନ ।ଗଜପତି,୫.୨(ମନୋଜ ପାଢ଼ୀ)- : ଗଜପତି ଜିଲ୍ଲାରେ ଧାନକିଣାରେ ବିଭ୍ରାଟ ଦେଖାଦେଉଛି! ମଣ୍ଡି ସମସ୍ୟାର ସମାଧାନ ହୋଇପାରୁ ନଥିବା ବେଳେ ଅନେକ ଚାଷୀ ଯୋଗ୍ୟ ତାଲିକାରୁ ବି ବାଦ୍ ପଡ଼ିଛନ୍ତି। ସେପଟେ ଏ ପର୍ଯ୍ୟାପ୍ତ ଟାର୍ଗେଟ ମିଳୁ ନଥିବା ବେଳେ ଅନେକ ଚାଷୀଙ୍କୁ ଏଯାବତ୍ ଟୋକନ୍ ମିଳିନାହିଁ । ଅଯୋଗ୍ୟମାନେ ଅଧିକ ଟାର୍ଗେଟ୍ ହାତେଇଛନ୍ତି । ସମବାୟ ସମିତି ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ସନ୍ତୁଳି ହେଉଛନ୍ତି ଚାଷୀ ମଣ୍ଡିରେ ପଞ୍ଜୀକରଣ ବେଳେ ତଞ୍ଚକତା ହେଉଥିବା ଏବଂ ଲୋକଙ୍କୁ ଭୂତାଇ ସିଧାସଳଶୀ ଧାନ କିଣି ଅନ୍ୟ ନାମରେ ବିକି ସ୍ବାଳ୍ମ ଟଙ୍କାରେ ଧାନ କିଣି ସୋସାଇଟି ସମ୍ପାଦକ ଭାଭବାନ ହେଉଛର ବୋଲି ଅଭିଯୋଗ।

ଗଜପତି ଜିଲ୍ଲାରେ ଚଳିତବର୍ଷ ୭ ଲକ୍ଷ ୫ ହଜାର ୮୮୭ କ୍କିଣ୍ଟିଲ ଧାର କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତମାନସୁଦ୍ଧା ୫ ଲକ୍ଷ ୭୪ ହଜାର ୨୯୫ କ୍ଲିଣ୍ଟଲ ଧାନକିଣା ସରିଛି । ୧୦ ହଜାଇ ଚାଷୀ ଧାନ ବିକ୍ରି କରିସାରିଥିବା ବେଳେ ୮ ହଜାରରୁ ଅଧିକ ଚାଷୀଙ୍କ ଆକାଉଣ୍ଟ୍‌ ଟଙ୍କା ପଠାଯାଇଛି । ମୋଟ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୭୦ ପ୍ରତିଶତ କିଣାସରିଛି ।

ଆଉ ଯେଉଁଠି ମିଲର କିମ୍ବା ସୋସାଇଟିରେ ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ ଆସୁଛି ସେଇଠି ଅନୁଧ୍ୟାନ କରି ତାଗିଦ୍ କରାଯାଇଥିବା ଉପଜିଲ୍ଲାପାଳ ଅନୁପ ପଣ୍ଡା କହିଛନ୍ତି।ତେବେ ବାସ୍ତବ ଚିତ୍ର ଭିନ୍ନ ଜିଲ୍ଲାରେ ଏଯାଏ ଧାନକିଣା ସ୍ବାଭାବିକ ହୋଇପାରୁନି । କେଉଁଠି ଟୋକନ୍ ମିଳୁନି ତ କେଉଁଠି କଟନ୍ତି ଛଳତି ନୀତିଲେ ଚାଷୀ ସନ୍ତୁଳୀ ହେଉଛନ୍ତି। ପୂର୍ବରୁ ଏକର ପିଛା ୧୯ କ୍କିଣ୍ଡାଲ୍ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାହା ୧୬କ୍କିଣ୍ଡାଲ୍ ରହିଛି! ଯୋଗ୍ୟ ଚାଷୀଙ୍କୁ ଆବଶ୍ୟକ ଟୋକେନ ମିଳି ନଥିବାରୁ ସେମାନେ ଦଳକା ଧାନକୁ କୁଆଡ଼େ ନେବେ ଏହି ଚିନ୍ତାରେ ରହିଛନ୍ତି। କେତେ ଦିନ ଖଳାରେ ପକାଇ ରଖି ଅପେକ୍ଷା କରିବେ ।

ବାକି ଧାନକୁ କ’ଣ କରିବେ ବୋଲି ମୁଣ୍ଡରେ ହାତ ଦେଇ ବସିଛନ୍ତି! କିଛି ଚାଷୀ ଟୋଜନ୍ ପାଇଁ ବାରମ୍ବାର ସୋମାସଟିକୁ ଦୌଡ଼ି ବିରକ୍ତ ହେଲେଣି ତ ଆଉ କିଛି ତାଲିକାରୁ ବାଦ୍ ପଡ଼ିଛନ୍ତି। କିନ୍ତୁ, କିଭଳି କାହିଁକି ବାଦ୍ ପଡ଼ିଲେ କାହା ପାଖରେ ଉତ୍ତର ନାହିଁ ଏନେଇ ଚାଷୀନେତା ଗଜପତି ଭାଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଜପତି ଜିଲ୍ଲା ସମବାୟ ସମିତି ଜିଲ୍ଲା ନିବନ୍ଧକ ହରିହର ସେଠଙ୍କ ସୂଚନା ପ୍ରକାରେ ମୋଟ ୧୫.୬୦୦ ଚାଷୀ ପଞ୍ଜିକୃତ ହୋଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ ପରେ ୧୫,୪୬୮ ଜଣ ଚାଷୀ ଯୋଗ୍ୟ ତାଲିକାରେ ସ୍ଥାନ ପାଇଛନ୍ତି। ଆଉ ୧୩୨ ଜଣ ଚାଷୀ ବାନ୍‌ ପଡ଼ିଥିବା ସେ ପ୍ରକାଶ କରିଛନ୍ତି।