ଲ୍ୟାମ୍ପସ୍‌ରେ ତାଲା

Uncategorized

ଆର,ଉଦୟଗିରି ମହାଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ।

ଆର,ଉଦୟଗିରି ମହାଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ସ୍ଥିତ ଶ୍ରୀ ଉଦୟନାଥ ମହାପ୍ରଭୁ ଓ ମାତା ପାର୍ବତୀଙ୍କ ବିବାହ…

Uncategorized

କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କୋଷାଧ୍ୟକ୍ଷ ପ୍ରେମଚାନ୍ଦ ଦାଶ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୩୧-୦୫-୨୦୨୫ରିଖ (ଶନିବାର)ବରଗଡ଼ ସ୍ଥିତ ଭଟଲି ଛକ ୟୁନିୟନ ବ୍ୟାଙ୍କ ର…

Uncategorized

ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ

ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୧-୦୬-୨୦୨୫ରିଖ (ରବିବାର)ବରଗଡ଼ ର ଅଗ୍ରଣୀ ଅନୁଷ୍ଠାନ କେନସର…

Uncategorized

ଶୀତଳ ଷଷ୍ଠୀ ଯାତ୍ରା ସୁନାବେଡ଼ା ୧ ସ୍ଥିତ ବୃନ୍ଦାବତି ସଂସ୍ଥା ଠାରେ ଦୁମ ଧାମ ରେ ଶେଷ ହୋଇଯାଇଛି l ଏ ଇ ଏଫ ମାର୍କେଟ ଶିବ ମନ୍ଦିର ରୁ ପୁଜା ଅର୍ଚ୍ଚନା କରି ପାରମ୍ପରିକ ବାଜା, ଡିଜେ ଓ ଆଲୋକି କରଣ ସଜବାଜ ସହିତ ସହର ପରିକର୍ମା ରେ ବାହାରି ବୃନ୍ଦାବତି ସଂସ୍ଥା, ଏ ଇ ଏଫ କଲୋନୀ ଠାରେ ପହଞ୍ଚି ସେଇଠାରେ ଭଗବାନ ଶିବ ଏଵଂ ଦେବୀ ପାର୍ବତି ଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା lଓଡ଼ିଶା ର ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ଭାରତ ବର୍ଷ ର ପ୍ରାଚୀନ କାଳରୁ ଆୟୋଜିତ ହୋଇଆସୁଛି ! ନବ ଦମ୍ପତି ସହର ଯାତ୍ରା ଆରମ୍ଭ କରନ୍ତି, ଯାହାକୁ ‘ନଗର ପରିକରମା’ କୁହାଯାଏ | ଉକ୍ତ ଯାତ୍ରା କୁ ଉପଭୋଗ କରିବା ପାଇଁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଦେଶରୁ ଶ୍ରଦ୍ଧାଳୁ ମାନଙ୍କ ଆଗମନ ହୋଇଥାଏ l ଲୋକଙ୍କ ମନରେ ଧାରଣ ରହିଛି ଉକ୍ତ ବିବାହ ଉତ୍ସବ ଯୋଗଦେଲେ ବିବାହ ବିଳମ୍ବ ହୋଉଥିବା ରିଷ୍ଠ ଖଣ୍ଡନ ହୁଏ lବୃନ୍ଦାବତିଙ୍କ ପୀଠ ରେ ମହାଆଡମ୍ବରରେଭୋଜି ଭାତ ର ଆୟୋଜନ ହୋଇଥିଲା l ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ଯୁବ ପିଢ଼ି ଉତ୍ସାହ ସହିତ ସହଯୋଗ କରିଥିଲେ l

Uncategorized

ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ .।

ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ .। ଗଜପତି(ମନୋଜ ପାଢୀ/ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ…

Uncategorized

ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ କାମରେ ଲାଗୁନି

ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ କାମରେ ଲାଗୁନି, ଗଜପତିର ଯକୃତ ରୋଗୀ ଆନ୍ଧ୍ରରେ ନିଜସ୍ୱ ଖର୍ଚ୍ଚରେ ଚିକିତ୍ସା କରିବା ପାଇଁ ବାଧ୍ୟ ହେଲେ । ଗଜପତି(ମନୋଜ ପାଢୀ)ଗଜପତି ଜିଲ୍ଲାରେ ଆୟୁଷ୍ମାନ…

Uncategorized

୧୫ ବର୍ଷ ବୟସରେ ଇଂରାଜୀ ଉପନ୍ୟାସ ଲେଖ୍ ଚର୍ଚ୍ଚାର ଶିରୋନାମା

ଇଂରାଜୀ ଉପନ୍ୟାସ ଲେଖ୍ ଚର୍ଚ୍ଚାରେ ଛାତ୍ରୀ ବହି ଉନ୍ମୋଚନ କଲେ ଜିଲ୍ଲାପାଳ _________________________ ମାତ୍ର ୧୫ ବର୍ଷ ବୟସରେ ଇଂରାଜୀ ଉପନ୍ୟାସ ଲେଖ୍ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି…