ଜିଲ୍ଲା ପ୍ରଶାସନ,କୋରାପୁଟ ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଠାରେ ‘ ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ ‘ ଶୀର୍ଷକ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ -୨୦୨୪ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୋରାପୁଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ସହିତ ଜିଲ୍ଲାପାଳଙ୍କୁ କିଛି ଭଲ ସମୟ!
Related Posts

ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ
ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କୁ ଆବଣ୍ଟନ ପତ୍ର ବଣ୍ଟନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ଓ ନଗର…

ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଶୁଭାରମ୍ଭ
ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଶୁଭାରମ୍ଭ

ପ୍ରଶାସନିକ ସେବାରେ ରାୟଗଡ଼ା ଜ଼ିଲ୍ଲା ରୁ ବାଜି ମାରିଲେ 9 ଜଣ , ଛୁଟୁଛି ଶୁଭେଚ୍ଛାର ସୁଅ
ପ୍ରଶାସନିକ ସେବାରେ ରାୟଗଡ଼ା ଜ଼ିଲ୍ଲା ରୁ ବାଜି ମାରିଲେ 9 ଜଣ , ଛୁଟୁଛି ଶୁଭେଚ୍ଛାର ସୁଅ ରାୟଗଡ଼ା : ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ 9…