ଭୂସ୍ଖଳନ ୧୪୩ ଛୁଇଁଲା ମୃତ୍ୟୁ
କେରଳ ୱାଏନାଡରେ ଭୂସ୍ଖଳନ; ୧୪୩ ଛୁଇଁଲା ମୃତ୍ୟୁ ସଂଖ୍ୟା-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group
କେରଳ ୱାଏନାଡରେ ଭୂସ୍ଖଳନ; ୧୪୩ ଛୁଇଁଲା ମୃତ୍ୟୁ ସଂଖ୍ୟା-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ
ଭୁବନେଶ୍ଵର:ଭିଜିଲାନ୍ସସ ଜାଲରେ ସହକାରୀ ଯନ୍ତ୍ରୀଲାଞ୍ଚ ନେବା ବଳେ ଧରାପଡ଼ିଲେ!ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି୫୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ!ବକେୟା ବିଲ୍ ପାସ…
Bhubaneswar:Authorities in Delhi have launched an investigation after three UPSC aspirants died as a result of flooding in the basement…
ବରିଷ୍ଠ ପୋଲିସ ଅଧିକାରୀ ହେଲେ ନିଲମ୍ବିତ ଭୁବନେଶର: ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି. ଏସ) ନିଜ…
A landslip in Waynad, Kerala has killed 54 people and injured more than 70. The death toll may rise further as more than 400 families remain under the ground. On the other hand, rescue operations are ongoing throughout wartime, with the KSDMA and NDRF active. MI 17 and ALH helicopters are deployed for rescue operations.
ଆଗାମୀ ୫ ବର୍ଷରେ ଓଡିଶାରେ ନିଶ୍ଚିତ ଭାବରେ ବିରାଟ ପରିବର୍ତ୍ତନ ଆସିବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ନୂଆଦିଲ୍ଲୀ…
କମିଶନରେଟ ପୋଲିସ ଦ୍ବାରା ୬ ବନ୍ଧୁକ ବେପାରୀ ଗିରଫ ଭୁବନେଶ୍ୱର: କମିଶନରେଟ ପୋଲିସର ସ୍ପେଶାଲ୍ ସ୍କୁଆଡ ଦ୍ବାରା ୬ ଜଣ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି।ବିହାରରୁ ବନ୍ଧୁକ…
ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟରତ ଓଡ଼ିଶା କାଡ଼ର ଓ ଓଡ଼ିଆ ପଦାଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…
ବଲାଙ୍ଗୀରରେ ୧୩ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାରେ ପିକଅପ୍ ଭ୍ୟାନ୍ରୁ ୧୩ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି।ଟଲିଆଲିଟି ଗାଁ ନିକଟରେ ଚଢ଼ାଉ କରି…
ଆଜି ୩ଟି ପର୍ଯ୍ୟାୟରେ ମୋଟ୍ ୨୦ ଗେଟ୍ ଖୋଲିଲ ହୀରାକୁଦ!ମୋଟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହୋଉଛି।