ତିନି ଜଣ ଶିଶୁ ଜୀବନ୍ତ ଦଗ୍ଧ

କୋଲକତା:ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ତିନି ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ…

ଭାରତ ୨-୧ରେ ଜିତି ନେଇଛି।

ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଦଳ ଆଜି କମାଲ କରିଛି। ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ…

୧୩୮ ଜଣଙ୍କ ମୃତ୍ୟୁ ହୋଇଛି ଫିଲିପାଇନ୍ସରେ

ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଟ୍ରାମି। ଦିଲ୍ଲୀ :ପ୍ରବଳ ବର୍ଷା ସହ ପବନ ହୋଇଛି। ଘୂର୍ଣ୍ଣିଝଡ଼ ପରେ ଏଠି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ…

ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି ।

ରାଜ୍ୟ ପଂଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ଭୁବନେଶ୍ୱର:ସେ କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ…

୪ ଭାରତୀୟ ପ୍ରାଣ ହରାଇଛନ୍ତି।

ଏଲନ ମସ୍କଙ୍କ କମ୍ପାନୀ ଟେସଲାର ଗୋଟିଏ କାର ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ଏହା ଭିତରେ ଥିବା ୪…

୧୬ତମ ବ୍ରିକ୍ସ ସମ୍ମିଳନୀ‌ରେ ଯୋଗ‌ ଦେବା ପାଇଁ ରୁଷ୍‌ର କାଜାନରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 

ନୂଆଦିଲ୍ଳୀ: ୧୬ତମ ବ୍ରିକ୍ସ ସମ୍ମିଳନୀ‌ରେ ଯୋଗ‌ ଦେବା ପାଇଁ ରୁଷ୍‌ର କାଜାନରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରହିଛି।ଅକ୍ଟୋବର ୨୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଥିବା ଓଡ଼ିଶା ଗସ୍ତ ସ୍ଥଗିତ…

ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଏନକାଉଣ୍ଟର ୪ ମାଓବାଦୀଙ୍କ ମୃତ୍ୟୁ ସୂଚନା

ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଏନକାଉଣ୍ଟର। ନୂଆଦିଲ୍ଲୀ:ଗଡ଼ଚିରୋଲି ଜିଲ୍ଲା ଭମରାଗଡ଼ ଅଂଚଳରେ ଗୁଳିବିନିମୟ। ୪ ମାଓବାଦୀଙ୍କ ମୃତ୍ୟୁ ସୂଚନା। ସି-୬୦ ବାହୀନିର ଜଣେ ଯବାନ ଆହତ। କୋପରି ଜଂଗଲରେ ଶତାଧିକ…

ପରିସ୍ରା ମିଶାଇ ଅଟାଦଳୁଥିବା ଅଭିଯୋଗରେ ଜଣେ ଗୃହସହାୟିକାଙ୍କୁ ପୁଲିସ ଗିରଫ କରିଛି।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ପରିସ୍ରା ମିଶାଇ ଅଟାଦଳୁଥିବା ଅଭିଯୋଗରେ ଜଣେ ଗୃହସହାୟିକାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଗୃହସହାୟିକାଙ୍କ ନାମ ରିନା ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି।

ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି।

ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ରେଳ ଟିକେଟର ବୁକିଂ ମାତ୍ର ୬୦ଦିନ ପୂର୍ବରୁ ହୋଇପାରିବ।  ପ୍ରଥମେ ଏହି ରେଳ ଟିକେଟ ବୁକିଂ…