ଚାନ୍ଦାମଗା ସାମ୍ବାଦିକ ମାନଙ୍କ ଯୋଗୁଁ ଦୁର୍ନୀତି କାରି କର୍ମଚାରୀ ମାନେ ହେଉଛନ୍ତି ସବଳ.

ଚାନ୍ଦାମଗା ସାମ୍ବାଦିକ ମାନଙ୍କ ଯୋଗୁଁ ଦୁର୍ନୀତି କାରି କର୍ମଚାରୀ ମାନେ ହେଉଛନ୍ତି ସବଳ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ରେ ଦୁର୍ନୀତି କାରି ସରକାରୀ ମାନଙ୍କୁ ଚାନ୍ଦା ମଗା ସାମ୍ବାଦିକ ମାନେ ଘଣ୍ଟ ଘୋଡ଼ଉ ଥିବାରୁ ଜିଲ୍ଲା ରେ ଗରିବ ନିରୀହ ଜନ ସାଧାରଣ ଲୋକେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ପଛୁଆ ବର୍ଗ ଜିଲ୍ଲା ହେଇଥିବା ରୁ ଜିଲ୍ଲା ଜେ କୌଣସି ଜିଲ୍ଲା ବଦସ୍ତ ଅଧିକାରୀ କିମ୍ବା କୌଣସି ତଳିଆ କର୍ମଚାରୀ ଜିଲ୍ଲା କୁ ଆସିଲେ ଅନ୍ୟତ୍ର ଜିଲ୍ଲା କୁ ଯାଇ ଜାଣୁ ନାହାନ୍ତି l କନ୍ଧମାଳ ଜିଲ୍ଲା ର ଗରିବ ନିରୀହ ଜନ ସାଧାରଣ ଲୋକଙ୍କୁ ଅନେକ କାର୍ଯ୍ୟରେ ମିଛ ପ୍ରତିଶୃତି ଦେଇ ଦୀର୍ଘ ବର୍ଷ ଧରି ଜିଲ୍ଲା ରେ ଲୁଟିବା ରେ ମାହିର୍ ହେଇଥାନ୍ତି l ଏପରିକି କନ୍ଧମାଳ ଜିଲ୍ଲା ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତିନିଜଣ ସରକାରୀ କର୍ମଚାରୀ ତଥା ତିନି ଜଣ କିରାଣୀ ଦୀର୍ଘ ବାର ବର୍ଷ ହେଲାଣି ଅଛନ୍ତି ସେମାନ ଙ୍କୁ ହାତ ବାର୍ଷି କରି ବା ମୋଟା ଅଙ୍କ ରେ ଭିତିରିଆ ଲାଞ୍ଚ ଦେଇ ଅନ୍ୟ ଦୁର୍ନୀତି କାରି କର୍ମଚାରୀ ମାନେ ଜିଲ୍ଲା କିମ୍ବା ଗୋଟିଏ ସ୍ତାନ ରୁ ଆଉଗୋଟିଏ ସ୍ତାନ କୁ ବଦଳି ମଧ୍ୟ ହେଉନାହାନ୍ତି l ଫଳରେ ଗୋଟିଏ ସ୍ତାନ ରେ ଜଣେ କର୍ମଚାରୀ ଦୀର୍ଘ ବର୍ଷ ଧରି ରହିଲେ ଦୁର୍ନୀତି କରିବାରେ ସୁବିଧା ପାଇଯାନ୍ତି l ଦୁର୍ନୀତି କାରି କର୍ମଚାରୀ ମାନଙ୍କ ନାମରେ ଅନେକ ଥର ଖବର ପ୍ରଶାରଣ ହେଉଥିଲେ କିମ୍ବା ଲୋକେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଜିଲ୍ଲାପାଳ ଙ୍କ ନିକଟରେ ଥିବା ଦୁର୍ନୀତି କାରି ତିନି କିରାଣୀ ସମସ୍ତ ଙ୍କ ଠାରୁ ମୋଟା ଅଙ୍କରେ ଭିତିରିଆ ଲାଞ୍ଚ ନେଇଁ ଘଣ୍ଟ ଘୋଡ଼େଇ ଜିଲ୍ଲାପାଳ ଙ୍କୁ ମହୋରା ବନେଇ ପୁଣି ଦୁର୍ନୀତି କରିବାରେ ଆଗେଇ ଯାନ୍ତି l ସେଇ ଦୁର୍ନୀତି କାରି କର୍ମଚାରୀ ମାନଙ୍କୁ ସହଯୋଗ କରନ୍ତି କିଛି ଦୁର୍ନୀତି କାରି ଚାନ୍ଦା ମଗା ସାମ୍ବାଦିକ ଫଳରେ ଜିଲ୍ଲା ବାସି ଙ୍କ ସମେତ ସଚୋଟ ଏବଂ ନିର୍ଭିକ ସରକାରୀ କର୍ମଚାରୀ ମାନଙ୍କ ସମେତ ସତ୍ୟ କୁ ସାମ୍ନା କରୁଥିବା ସାମ୍ବାଦିକ ମାନେ ବଳି ପଡ଼ନ୍ତି l ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପସଭାପତି ତଥା ସତ୍ୟ କୁ ସାମ୍ନା କରୁଥିବା ଏବଂ ଦୁର୍ନୀତି କାରି କର୍ମଚାରୀ ମାନଙ୍କ ର ମୁଖା ଖୋଲୁ ଥିବା ନିର୍ଭିକ ସାମ୍ବାଦିକ କୁନା ଦିଗାଲ କନ୍ଧମାଳ ଜିଲ୍ଲା ରୁ ତୁରନ୍ତ ଦୁର୍ନୀତି କାରି ସରକାରୀ କର୍ମଚାରୀ ମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରି ନୂତନ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଗଲେ ସଚୋଟ ଓ ନିର୍ଭିକ ସରକାରୀ କର୍ମଚାରୀ ମାନେ ରାଜ୍ୟ ସରକାର ଙ୍କର ତଥା କନ୍ଧମାଳ ଜିଲ୍ଲା ର ମୂଳ ନିବାସୀ ମାନଙ୍କ ର ସମସ୍ୟା କୁ ଦୂର କରିବାରେ ସଫଳ ହେବେ l

Leave a Reply

Your email address will not be published. Required fields are marked *