ଓଷ୍ଟା ସଙ୍ଘ ପକ୍ଷରୁ 5ମ ସମ୍ଭିଧାନିକ ସମ୍ବିଳନୀ,

ଓଷ୍ଟା ସଙ୍ଘ ପକ୍ଷରୁ 5ମ ସମ୍ଭିଧାନିକ ସମ୍ବିଳନୀ,

ସେମିଳିଗୁଡା: ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା ) ର ୫ତ ମ ସମ୍ଭିଧାନିକ ସମ୍ବଳିନୀ ଶହୀଦ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରବିବାର ଅନୁଷ୍ଠିତ ହୋଇ ଯାଇଛି | କୋରାପୁଟ ଜ଼ିଲ୍ଲା ସଭାପତି ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ଖୁଣ୍ଟିଆ ସଭାପତିତ୍ୱ ରେ ଆୟୋଜିତ ସମ୍ବିଳନୀ ରେ ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ଅକ୍ଷୟ କୁମାର ମିଶ୍ର ମହୋଦୟ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ରଞ୍ଜନ କୁମାର ଦାସ ମହୋଦୟ, ଯୁଗ୍ମ ସାଧାରଣ ସମ୍ପାଦକ ତଥା କୋରାପୁଟ ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ବ୍ରଜ କିଶୋର ବିଶ୍ୱାଳ ମ଼ହୋଦୟ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ମହୋଦୟ, ରାଜ୍ୟ ଯୁଗ୍ମ ସହ ସମ୍ପାଦକ ଶିକ୍ଷା ପ୍ରଦୀପ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ସାହୁ ମହୋଦୟ, ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ବିଜୟ କୁମାର ଭଟ୍ଟ ମହୋଦୟ ,ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ଯୁକ୍ତ ଦେବେନ୍ଦ୍ର ନାଥ ବୈଦ୍ୟ ମହୋଦୟ, ପ୍ରାକ୍ତନ ରାଜ୍ୟ ଉପସଭାପତି, ପ୍ରାକ୍ତନ ରାଜ୍ୟ ଯୁଗ୍ମ ସମ୍ପାଦକ, ପ୍ରାକ୍ତନ ଜିଲ୍ଲା ସଭାପତି, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ,ଜିଲ୍ଲା ଓଷ୍ଟା ର ଉପଦେଷ୍ଟା ଶ୍ରୀ ରତିକାନ୍ତ ଦାସ, ଉପଦେଷ୍ଟା ଅକ୍ଷୟ କୁମାର ସ୍ୱାଇଁ,ଗଣ, ବିଭିନ୍ନ ବ୍ଳକ ର ସଭାପତି, ସମ୍ପାଦକ, କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ ,ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇ ଥିଲେ ସମ୍ବିଳନୀ କୁ ଉଦଘାଟନ କରିଥିଲେ |ଏହି ସମ୍ବିଳନୀ ରେ “ଆମ ସମସ୍ୟା ଓ ଆମ ସଂଗଠନ ‘ ଶୀର୍ଷକ ଆଲୋଚନା ରେ ଯୋଗ ଦେଇ ଥିବା ବିଭିନ୍ନ ଜ଼ିଲ୍ଲା ର ସଭାପତି, ବ୍ଲକ ସମ୍ପାଦକ ମାନେ ଶିକ୍ଷକ ଛାତ୍ର ଓ ବିଭିନ୍ନ ବିଦ୍ୟାଳୟ ର ଭିର୍ତିଭୂମି ଓ ସମସ୍ୟା ଉପରେ ଆଲୋକପାତ କରି ଥିଲେ |ପରେ ଓଷ୍ଟା ର କୋରାପୁଟ ଜ଼ିଲ୍ଲା ପାଇଁ ନୂତନ କାର୍ଯ୍ୟକର୍ତା ଚୟନ କରା ଯାଇ ଥିଲା |ସଭାପତି ପତି ଭାବେ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ଖୁଣ୍ଟିଆ, କାଯ୍ୟକାରୀ ସଭାପତି ଶ୍ରୀ ଯୁକ୍ତ ଅର. ଦିବାକର ରାଓ, ଉପସଭାପତି ଶ୍ରୀ ଯୁକ୍ତ ପ୍ରଭାକର ଗରଡ଼ା, ଉପସଭାପତି ଶ୍ରୀ ଯୁକ୍ତପ୍ରସନ କୁମାର ଦାସ, ଜ଼ିଲ୍ଲା ଉପସଭାପତି ସ୍ଵର୍ଣ ପ୍ରଭା ପରିଡା ଜ଼ିଲ୍ଲା ସମ୍ପାଦକ ଭାବେ ଶ୍ରୀ ଯୁକ୍ତ ଅଶୋକ କୁମାର ପଟନାୟକ,, ଯୁଗ୍ମ ସମ୍ପାଦକ ଶ୍ରୀ ଯୁକ୍ତ ଭଂଜକିଶୋର ରାଉତ ସହ ସମ୍ପାଦକ ଶ୍ରୀ ଯୁକ୍ତ ମଧୁ ସୁଦନ ଜେନା, ସହ ସମ୍ପାଦକ ଶ୍ରୀ ମତି ସୁଦୀପ୍ତ ରୟ, କାଯ୍ୟକାରୀ ଭାବେ, ଶ୍ରୀ ମନୋଜ କୁମାର ଦାସ, କାଯ୍ୟକାରୀ ସଞ୍ଜୟ କୁମାର ନାୟକ, କାଯ୍ୟକରି ଶ୍ରୀ ମନୋରଜନ ମହାପାତ୍ର, କାଯ୍ୟ କାରି ସଭ୍ୟ ଶ୍ରୀ ଭିକାରି ଚରଣ ବିଶ୍ୱାଳ ଙ୍କୁ ଚୟନ କରାଯାଇଥିଲା |ସହମତି ଭାବରେ ଜିଲ୍ଲାର ନବ ନିର୍ବାଚିତ ସଦସ୍ୟ ମାନଙ୍କୁ କରତାଳି ଦେଇ ସ୍ୱାଗତ ସମ୍ବର୍ନ୍ଧନା କରିଥିଲେ, ୧୪ବ୍ଲକ ର ଦିଇ ସହ ୨୫0ଯୋଗ କରି ଥିଲେ।

ରିପୋର୍ଟ by ch kurma Rao semiliguda

Leave a Reply

Your email address will not be published. Required fields are marked *