ନୂଆଦିଲ୍ଲୀ: କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ହାସ୍ୟାସ୍ପଦ ଅଭିଯୋଗ ଆଣିଥିବା ଟ୍ରୁଡୋ ସରକାରଙ୍କୁ କଠୋର ସମାଲୋଚନା କରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡାର ଡେପୁଟି ହାଇକମିଶନର ଷ୍ଟୁଆର୍ଟ ହ୍ୱିଲରଙ୍କୁ ସମନ କରିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ମୃତ୍ୟୁ ମାମଲାରେ କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଏବଂ ଅନ୍ୟ କୂଟନୀତିଜ୍ଞମାନେ ‘ଆଗ୍ରହୀ ବ୍ୟକ୍ତି’ ବୋଲି ଭାରତ କୁଟନୈତିକ ଚିଠି ପାଇଛି।
Related Posts
ନୂଆପଡ଼ା ଜିଲ୍ଲା ରେ ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ, ଜିଲ୍ଲା ରେ ପାସ ହାର ୯୩.୯୧% ପ୍ରତିଶତ
*ନୂଆପଡ଼ା ଜିଲ୍ଲା ରେ ମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ, ଜିଲ୍ଲା ରେ ପାସ ହାର ୯୩.୯୧% ପ୍ରତିଶତ* ନୂଆପଡା ତା:୨୬.୦୫.(ଓମ୍ ପ୍ରକାଶ ଚୋଧରୀ) ନୂଆପଡ଼ା ଜିଲ୍ଲା ରେ…
ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣିତ
ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣିତ ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ…
ଓଡ଼ିଶା ବିଧାନସଭା ପରିସରରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ବିଧାନସଭା ପରିସରରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା…