ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଭବାନୀପାଟଣା: ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀ। ଭବାନୀପାଟଣାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ଓ ମାନସିକଧାରୀମାନେ ଦେଉଛନ୍ତି ପଶୁପକ୍ଷୀଙ୍କ ବଳି।ଶାନ୍ତିର ପ୍ରତୀକ ଭାବେ ଦେବୀଙ୍କ ଛତର ଉପରେ ଉଡ଼ାଯାଏ ପାରା।
Related Posts
ସଂଘବଦ୍ଧ ଆକ୍ରମଣ ରେ ଯୁବକ ନିହତ।
ସଂଘବଦ୍ଧ ଆକ୍ରମଣ ରେ ଯୁବକ ନିହତ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ବନ୍ଧାଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ଏକ ବୋଲେରୋ ଗାଡ଼ିରେ କିଛି ଯୁବକ ଆସି…
ମାଟି ଅତଡ଼ା ଧସିବାରୁ ଘଟିଲା ଅଘଟଣ;
କୋରାପୁଟ: କୋଲାବ ଡ୍ୟାମ୍ ମଙ୍ଗଳା ମନ୍ଦିର ନିକଟରେ ମୋରମ ଖୋଳିବା ବେଳେ ଘଟିଲା ଅଘଟଣ; ଜଣେ ମୃତ, ଆଉ ଜଣଙ୍କୁ ଖୋଜାଖୋଜି ଜାରି ରହିଛି।ମାଟି ଅତଡ଼ା ଧସିବାରୁ…
ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ… ( ୬ -୧୮ ବର୍ଷ ବୟସ ଶିଶୁଙ୍କର ତଥ୍ୟ ଆଣି ତାଲିକା ପ୍ରସ୍ତୁତ ହେବ ।
ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ… ( ୬ -୧୮ ବର୍ଷ ବୟସ ଶିଶୁଙ୍କର ତଥ୍ୟ ଆଣି ତାଲିକା ପ୍ରସ୍ତୁତ ହେବ ।…