ପୁରୀ:ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି । ପୁରୀ ସମଙ୍ଗ ପାର୍କିଂ ପ୍ଲେସରେ କୋଟି କୋଟି ଟଙ୍କାର ବସ୍ ମଧ୍ୟରୁ କିଛି ରକ୍ଷଣାବେକ୍ଷଣ ଅଭାବରୁ କ୍ଷତିଗ୍ରସ୍ତ ହେଲାଣି ।
Related Posts
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ ଆର,ଉଦୟଘିରି ;୯/୮ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବିଶ୍ଵ ଆଦିବାସୀ ଦିବସ ପାଳନ ସମାରୋହ ଅନୁଷ୍ଠିତ ।ଗଜପତି…
ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !
ଶପଥ ଗ୍ରହଣ ସମାରୋହ ପୂର୍ବରୁ ନରେନ୍ଦ୍ର ମୋଦୀ ଏନଡିଏ ନେତାଙ୍କ ସହ ଆଲୋଚନା !
ସୁନାଲରମ୍ଭା ବାଘପାଲି ବଜାର ପ୍ରାଂଗଣ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।
ସୁନାଲରମ୍ଭା ବାଘପାଲି ବଜାର ପ୍ରାଂଗଣ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲା ଭେଡେନ ବ୍ଲକ ଅଧିନ ସୁନାଲରମ୍ଭା ବାଘପାଲି ବଜାର ପ୍ରାଂଗଣ ଠାରେ ନୂଆଁଖାଇ…