ନୂଆଦିଲ୍ଲୀ:୨୦୨୬ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବ ମାଓ ସମସ୍ୟା । ଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ପୁଣି ଏ ଟାର୍ଗେଟ୍କୁ ଦୋହରାଇବା ସହ ନକ୍ସଲ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟାସ୍କ ବି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।
Related Posts
ଶ୍ରେଷ୍ଠ ଓଡ଼ିଆ ସିନେମା ଜଗତର ‘ଦମନ’କୁ ମିଳିଛି ଏହି ଜାତୀୟ ପୁରସ୍କାର।
‘ଦମନ’କୁ ମିଳିଛି ଜାତୀୟ ପୁରସ୍କାର। ଶ୍ରେଷ୍ଠ ଓଡ଼ିଆ ସିନେମା ଭାନେ ‘ଦମନ’କୁ ମିଳିଛି ଏହି ଜାତୀୟ ପୁରସ୍କାର। ଏହି ଘୋଷଣା ପରେ ପୂରା ‘ଦମନ’ ଟିମ୍ ଉତ୍ସାହିତ…
ଜାଭେଲିନରେ ନବଦୀପ ସିଂହଙ୍କ ସିଲଭର୍ ଗୋଲ୍ଡ ମେଡାଲ୍ରେ ବଦଳିଛି।
ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ଜାଭେଲିନରେ ନବଦୀପ ସିଂହଙ୍କ ସିଲଭର୍ ଗୋଲ୍ଡ ମେଡାଲ୍ରେ ବଦଳିଛି। ଡିସକ୍ୱାଲିଫାଏ ହେଲେ ପୂର୍ବରୁ ସ୍ୱର୍ଣ୍ଣ ଜିତିଥିବା ଇରାନର…
ରାଷ୍ଟ୍ରପତିଙ୍କ କରକମଳରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଶିକ୍ଷକ
ରାଷ୍ଟ୍ରପତିଙ୍କ କରକମଳରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କଲେ ଓଡ଼ିଶାର ଦୁଇ ଶିକ୍ଷକ ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି…