ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ନାମକ ଜୈନିକ କନିଷ୍ଠ ଯନ୍ତ୍ରୀ ଜଣେ ଚାଷୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ୬ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି। ସୂଚନା ଅନୁସାରେ ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମର ଦୈନିକ ଚାଷୀ ତାଙ୍କ ଜମିରେ ନରେଗା ଯୋଜନାରେ ଏକ ଫାର୍ମ ପଣ୍ଡ ଖୋଲିଥିଲେ। ଏହାର ବିଲ କରିବା ପାଇଁ ବ୍ଲକରେ ଥିବା କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କ ପାଖକୁ ବାରମ୍ବାର ଦୌଡିଥିଲେ। ହେଲେ ସେ ଟଙ୍କା ନ ଦେଲେ ବିଲ କରାଯିବ ନାଙିଁ ବୋଲି କହି ତାଙ୍କର ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
Related Posts
ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ
ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା…
ବୁଗୁଡ଼ା ପୋଲିସ ର ଜୁଆ ଆଡ୍ଡା ଚଢାଉ,୧୨ ଜୁଆଡି ଗିରଫ,ନଗଦ ୪୫ ହଜାର ଟଙ୍କା ଜବତ।
ବୁଗୁଡ଼ା ପୋଲିସ ର ଜୁଆ ଆଡ୍ଡା ଚଢାଉ,୧୨ ଜୁଆଡି ଗିରଫ,ନଗଦ ୪୫ ହଜାର ଟଙ୍କା ଜବତ। ଗଞ୍ଜାମ :ରିପୋର୍ଟ ( କୈଳାସ ଚନ୍ଦ୍ର ଚୌଧୁରୀ)କୁମାର ପୁର୍ଣିମା ଉତ୍ସବ…
ଓଡ଼ିଶାରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି…