ମୋହନା ଠାରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ । ଆର,ଉଦ଼ଗିରି(ମନୋଜ କୁମାର ପାଢୀ) – ମୋହନା କଲ୍ୟାଣ ମଣ୍ଡପ ଠାରେ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତ ମାନଙ୍କରେ ସଫେଇ କାର୍ଯ୍ୟ କରୁଥିବା ସଫେଇ ମିତ୍ର ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ( ସେମାନଙ୍କର ସଫେଇ କାର୍ଯ୍ୟ କରୁଥିବା ବେଳେ ଆବଶ୍ୟକ ପଡୁଥିବା ଉପକରଣ ) ଯେପରି ହାତରେ ପିନ୍ଧିବା ପାଇଁ ଗ୍ଲୋବ, ମାସ୍କ ଓ ପିନ୍ଧିବା ପାଇଁ ବ୍ଲେ୍ଜର ସବୁ ବାଣ୍ଟନ ପାଇଁ ଏକ କାର୍ଯ୍ୟକ୍ରମ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡକ୍ଟରଙ୍କ ଉପସ୍ଥିତିରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ। ଏଥି କାର୍ଯ୍ୟକ୍ରମରେ ଆବଶ୍ୟକୀୟ ଉପକରଣ ମାନ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମଟିକୁ ବିଭାଗୀୟ କର୍ମଚାରୀ ପରିଚାଳନା କରିଥିଲେ।
Related Posts
ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ
ପରବ ୨୦୨୪ ମହୋତ୍ସବର ନିମନ୍ତେ ପ୍ରସ୍ତୁତି ବୈଠକ ସେମିଳିଗୁଡା: ଆଦିବାସୀ କଳା ସଂସ୍କୃତି ବଜାଇ ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତ ବିଭାଗ ମିଳିତ ଆନୁକୁଲ୍ୟରେ…
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ..
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର …. କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ ): କନ୍ଧମାଳ ଜିଲ୍ଲା ରେ ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ…
ପୂଜାରୀଗୁଡା ନିଳକଣ୍ଠେଶ୍ୱର ମନ୍ଦିର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ
ପୂଜାରୀଗୁଡା ନିଳକଣ୍ଠେଶ୍ୱର ମନ୍ଦିର ଜୀର୍ଣ୍ଣଧରଣ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ସଦରରେ ଥିବା ଶ୍ରୀ ଶ୍ରୀ ଶ୍ରୀ…