କ୍ୟାଲସିୟମ, ଭିଟାମିନ ଡି୩ ସପ୍ଲିମେଣ୍ଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପାଇଁ ଲୋକମାନେ ବ୍ୟବହାର କରୁଥିବା ୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି। ଭାରତୀୟ ଔଷଧ ପ୍ରାଧିକରଣ ଦ୍ୱାରା କରାଯାଇଥିବା ମାନ ଯାଞ୍ଚ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ପରେ ଲୋକମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
Related Posts
ମେ ୨୬ରେ ମାଟ୍ରିକ ପରୀକ୍ଷା ଫଳ
ମେ ୨୬ରେ ମାଟ୍ରିକ ପରୀକ୍ଷା ଫଳ ଭୁବନେଶ୍ଵର: ( Abhishek Mohanty)ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟା ୩୦ରେ…
ଫୁଲବାଣୀ ରିଜର୍ଭ ପୋଲିସ ପଡିଆରେ ରୋଟାରୀ ତରଫରୁ ବୃକ୍ଷ ରୋପଣ….
ଫୁଲବାଣୀ ରିଜର୍ଭ ପୋଲିସ ପଡିଆରେ ରୋଟାରୀ ତରଫରୁ ବୃକ୍ଷ ରୋପଣ…. କନ୍ଧମାଳ -6/07(ରିପୋର୍ଟ କୁନା ଦିଗାଲ ) :- ୭୫ତମ ବନମହୋତ୍ସବ ଅବସରରେ ରୋଟାରୀ କ୍ଲବ ଫୁଲବାଣୀ…
ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ ଗ୍ରୀନ ଫିଲଡ଼ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର, ୦୭.୧୧. ୨୦୨୪- ପ୍ରସ୍ତାବିତ ବ୍ରହ୍ମପୁର-ଜୟପୁର ହାଇ-ସ୍ପିଡ଼ କରିଡର ଓ…