କେଶିଙ୍ଗା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧ୍ୟୁଷିତ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ାରେ ଗତ ୨୧ ତାରିଖ ଦିନ ବୁର୍ଜା ମାଝୀ ନାମକ ଜଣେ ୪୫ ବର୍ଷୀୟ ଯୁବକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରିବା ପରେ ସୁସ୍ଥ ହୋଇଥିଲେ। ମାତ୍ର ୪ ଦିନ ପରେ ପୁଣି ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଓ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Related Posts
ପ୍ରତିଭା ଅନ୍ୱେଷଣ ” କାର୍ଯ୍ୟକ୍ରମ ଅନୁଷ୍ଠିତ
“ପ୍ରତିଭା ଅନ୍ୱେଷଣ ” କାର୍ଯ୍ୟକ୍ରମ ଅନୁଷ୍ଠିତ।——– ଗଞ୍ଜାମ:ଆସନ୍ତା ନଭେଂମ୍ବର ମାସ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ପ୍ରସ୍ତାବିତ ୧୧ତମ…
ପୂର୍ବତଟ ଡି.ଆର.ଏମଙ୍କ ପାରଳାଖେମୁଣ୍ଡି ପ୍ଲାଟଫର୍ମ ଅନୁଧ୍ୟାନ
ପୂର୍ବତଟ ଡି.ଆର.ଏମଙ୍କ ପାରଳାଖେମୁଣ୍ଡି ପ୍ଲାଟଫର୍ମ ଅନୁଧ୍ୟାନ ଗଜପତି -୨୦/୯/୨୪(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅନୁଧ୍ୟାନ କରିବାକୁ ପୂର୍ବ ତଟ ରେଳ ଡିଭିଜନ…
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। ୭୦ ବର୍ଷ ବୟସରେ କଟକ ଏସ୍ ସି ବି ରେ ଚିକିତ୍ସାଧୀନ ଅବସ୍ଥାରେ…