ଟିକାବାଲି ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ… ……………………………………….ଟିକାବାଲି – (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ମା ଭୈରଵୀ କଲ୍ୟାଣ ମଣ୍ଡପ ଠାରେ ଟିକାବାଲି ସାମ୍ବାଦିକ ସଂଘ ତରଫରୁ ସଂଘ ର ପୂର୍ବରୁ ଦାୟିତ୍ୱ ରେ ଥିବା ସଭାପତି ହେମନ୍ତ ମୁଖି ଙ୍କ ବଦଳ ରେ ସମ୍ପାଦକ ଦାୟିତ୍ୱ ରେ ଥିବା ସାନୁଜ ବେହେରା, ନୂତନ ସଭାପତି ଭାବ ରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି lଏବଂ ସଂଘ ର ସମ୍ପାଦକ କୁନା ଦିଗାଲ, ଉପଦେଷ୍ଟା କ୍ରିଷ୍ଣାଚନ୍ଦ୍ର ଡିଗାଲ, ଉପସଭାପତି ରାଜକିଶୋର ପ୍ରଧାନ ସହ ସମ୍ପାଦକ ସଂଜୀବ ଦିଗାଲ, କୋଷାଧ୍ୟକ ହେମନ୍ତ ମୁଖି ଏବଂ ସଭ୍ୟ ଭାବ ରେ ଜିତେନ୍ଦ୍ର ପ୍ରଧାନ ଙ୍କୁ ଦାୟିତ୍ୱ ଭାର ଅର୍ପଣ କରିଥିବା ର ଦେଖିବାକୁ ମିଳିଛି l ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଇଥିବା ବରନ୍ୟ ଅତିଥି ମାନେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ସଙ୍ଘ ର ଉନ୍ନତି ପାଇଁ ଠାକୁର ଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ ଏହା ପରେ ସଙ୍ଘ ତରଫରୁ ପୁଷ୍ପ ଗୋଚ୍ଛା ଓ ଉତ୍ତରିୟ ଦେଇଅତିଥି ମାନଙ୍କୁ ଆସନ ଅଳଙ୍ଗକୃତ କରାଯାଇଥିଲା l ଏହା ପରେ ସଙ୍ଘ ର ଗଠନ ଲକ୍ଷ ଓ ଉର୍ଧେଶ୍ୟ ଉପରେ ଆଲୋକ ପାତ କରିଥିଲେ ଉପଦେଷ୍ଟା, ଓ ସଙ୍ଘ ର ବିବରଣୀ ପଠନ କରିଥିଲେ ନୂତନ ସମ୍ପାଦକ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଥିଲେ ଟିକାବାଲି ସମିତି ଅଧ୍ୟକ୍ଷ ଦିଲୀପ କଂହର, ମୁଖ୍ୟ ଭକ୍ତା ଟିକାବାଲି ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ବିଷ୍ଣୁ ପ୍ରିୟା ପଣ୍ଡା ସଂମ୍ମାନିତ ଅତିଥିଭାବେ ରାମବିଶି ଦିଗାଲ, କୃଷ୍ଣ ଚନ୍ଦ୍ର ପ୍ରଧାନ,ଚନ୍ଦନ ପଣ୍ଡା, ଗୋପାଳ କଂହର,ପ୍ରକାଶ ଭୋଇ ,ବଳରାମ ପାତ୍ର କୁନା ପାତ୍ର , ହିରୋ ନାୟକ, ମନୋଜ ସାହୁ,ରୁଦ୍ରପ୍ରସାଦ ସେଠି, ସୁମନ୍ତ ଭାଇ, ବଳି କଂହର, ମିନାକ୍ଷୀ ମଳିକ, ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ l ଏବଂ ମଞ୍ଚ ପରିଚାଳନା କରିଥିଲେ ସଂଜୀବ ଦିଗାଲ ଶେଷରେ ନୂତନ ସଭାପତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଆଜିର ଏହି ଆୟୋଜନ ଉତ୍ସବ ଟିକୁ ବିରାମଦେଇଥିଲେ l
Related Posts
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ହିନ୍ଦୀ ଦିବସ ପାଳନ
କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ହିନ୍ଦୀ ଦିବସ ପାଳନ ଗଜପତି (ମନୋଜ କୁମାର ପାଢୀ)-: ତା 14/09/24 ରିଖ…
ଘୁ. ଉଦୟଗିରି ଠାରେ ପଡିଆରୁ ବଢିଆ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଘୁ. ଉଦୟଗିରି ଠାରେ ପଡିଆରୁ ବଢିଆ କାର୍ଯ୍ୟକ୍ରମ ଅନୁଷ୍ଠିତ… ଘୁ. ଉଦୟଗିରି :- (ରିପୋର୍ଟ କୁନା ଦିଗାଲ )ଘୁ.ଉଦୟଗିରି ସମନ୍ନିତ ଅନୁଷ୍ଠାନର ସଭା ଗୃହରେ କନ୍ଧମାଳ ଜିଲ୍ଲାର…
ଅକ୍ସିଜେନ ମେନ୍ ରୂପେ ଆଶିଷ ଜ୍ୟୋତିଷ ସ୍ୱାଧୀନତା ଦିବସ ଅବସରରେସ୍ୱାଧୀନତା ଦିବସ ଅବସରରେ ଜନସାଧାରଣଙ୍କ ସମ୍ମୁଖରେ ରେ
ଅକ୍ସିଜେନ ମେନ୍ ରୂପେ ଆଶିଷ ଜ୍ୟୋତିଷ ସ୍ୱାଧୀନତା ଦିବସ ଅବସରରେସ୍ୱାଧୀନତା ଦିବସ ଅବସରରେ ଜନସାଧାରଣଙ୍କ ସମ୍ମୁଖରେ ରେ ଆଶିଷ ଜ୍ୟୋତିଷ ଅକ୍ସିଜେନ ମେନ ରୂପରେ ପଦ୍ମପୁର ଵୋଢାସମ୍ୱର…