ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ ଆଣିଛି ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ହେଉଥିବା ଏହି ୩ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ରାସ୍ତାରେ ପ୍ରବାହିତ ହେଉଛି ୩ରୁ ୪ ଫୁଟ୍ ଉଚ୍ଚର ପାଣି। ଲୋକମାନେ ଜମ ଯନ୍ତ୍ରଣା ଭୋଗୁଛନ୍ତି। ଗତ ୩ ଦିନ ହେଲା ଭୋକିଲା ଜୀବନ ବିତାଉଛନ୍ତି ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର କିଛି ପଞ୍ଚାୟତର ଲୋକ। କିଏ ଛାତ ଉପରେ ରହିଛି ତ ଆଉ କିଏ ଉଚ୍ଚ ଆଶ୍ରୟ ସ୍ଥଳରେ ଜୀବନ ବିତାଉଛି। କେବେ ଘରକୁ ଫେରିବେ, ତାହାର ହିସାବ କାହା ପାଖରେ ନାହିଁ।
Related Posts
ମାଟ୍ରିକ ପାସ ପ୍ରମାଣପତ୍ର ଦେବା ପାଇଁ ୧ ଶହ ଟଙ୍କା ଦାବି
ମାଟ୍ରିକ ପାସ ପ୍ରମାଣପତ୍ର ଦେବା ପାଇଁ ୧ ଶହ ଟଙ୍କା ଦାବି ଗଜପତି ():ଗଜପତି ଜିଲ୍ଲାର କେତେକ ହାଇସ୍କୁଲରେ ମାଟ୍ରିକ ପାସ ପ୍ରମାଣ ପତ୍ର ଦେବା ନାମରେ…
The District government will randomly assess various hotels in Semilguda.
Koraput:Today, the district team visited Semilguda Town at random to review various hotels. The CNC hotel identified 15 cylinders for non domestic use.Two non domestic cylinders were found in the Lemon Castle Hotel. By the Assistant Collector, Assistant CSO, Marketing Inspector, and other employees. Domestic cylinders are utilised for commercial purposes. Commercial LPG cylinders in India come in three different weights: 5 kg, 19 kg, and 47.5 kg. Hotels use noncommercial gases because they are less expensive.Rephrase
ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ ।
ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ପାଳିତ । ଗଜପତି – ପାରଳାଖେମୁଣ୍ଡି,ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ସପ୍ତାହ ଦିବସ ଇଣ୍ଡୋର ଷ୍ଟାଡିୟମ୍ ଠାରେ ପାଳିତ…