ପ୍ରଧାନମନ୍ତ୍ରୀ narendramodi ଆସନ୍ତାକାଲି ଝାଡ଼ଖଣ୍ଡର ଟାଟାନଗରରୁ ୬ଟି ବନ୍ଦେ #VandeBharatExpress ଚଳାଚଳର ଶୁଭାରମ୍ଭ କରିବେ । ଏଥିରେ ଓଡ଼ିଶାର ଦୁଇଟି ବନ୍ଦେ ଭାରତ ଟ୍ରେନ୍ ରହିଛି । ସେହି ଦୁଇଟି ହେଲା- ବ୍ରହ୍ମପୁର-ଟାଟାନଗର ଏବଂ ରାଉରକେଲା- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ।
Related Posts
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ! ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା. ଗୁରୁତରଙ୍କୁ…
ନବୀନ ପଟ୍ଟନାୟକଙ୍କୁ ବିଜେପିର ନିମନ୍ତ୍ରଣ
ନବୀନ ପଟ୍ଟନାୟକଙ୍କୁ ବିଜେପିର ନିମନ୍ତ୍ରଣ ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି।ନବୀନ ନିବାସ ଯାଇ ନିମନ୍ତ୍ରଣ…
ପାରା ଅଲିମ୍ପିକ୍ସରେ ଦେଶକୁ ଜୁଡୋରେ ପଦକ ଭେଟି ଦେଇଛନ୍ତି।
ଆଜି ଯାଏ ଭାରତ କେବେ ବି ପାରା ଅଲିମ୍ପିକ୍ସର ଜୁଡୋରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲା। ହେଲେ କପିଲ ଏହି ଧାରାକୁ ବଦଳାଇଛନ୍ତି।ଇତିହାସ ରଚିଛନ୍ତି ଭାରତର…