ପୁରୀ ବେଳା ଭୂମିରେ ହେବନି କୁଟୀର
ପୁରୀ: ପୁରୀ ବେଳାଭୂମିରେ ରହିବନି ମଦ କୁଟୀର ।ଅବକାରୀ ବିଭାଗର ନୂଆ ବିଜ୍ଞପ୍ତି ଅନୁଯାୟୀ, ପୁରୀ ପୌରପାଳିକା ଅଧୀନରେ ମଦ କୁଟୀର ମନା।ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।ଧାର୍ମିକ ଅନୁଷ୍ଠାନର ୫କିମି. ଭିତରେ ରହିବନି ମଦ କୁଟୀର।