ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ୬ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୨ଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଆଉ ୨ଟି ୨ ମହଲା ବିଶିଷ୍ଟ କୋଠା। ଏହା ବ୍ୟତୀତ ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି।
Related Posts
ଟିକାବାଲି ପଞ୍ଚାୟତ ସମିତି ସଭାଗୃହ ରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ
ଟିକାବାଲି ପଞ୍ଚାୟତ ସମିତି ସଭାଗୃହ ରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ :କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସମିତି କାର୍ଯ୍ୟାଳୟ…
ବୁର୍ବିନାଜୁ ଗ୍ରାମପଞ୍ଚାୟତରେ ମହିଳା ଗ୍ରାମସଭା ଅନୁଷ୍ଠିତ
ବୁର୍ବିନାଜୁ ଗ୍ରାମପଞ୍ଚାୟତରେ ମହିଳା ଗ୍ରାମସଭା ଅନୁଷ୍ଠିତ ……………………………………. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ତା 26/06/024, କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ…
ଗଣ୍ଡଗାଁ ଗ୍ରାମର ପୂର୍ବତନ ଗ୍ରାମ ସେବକ ଙ୍କ ଅକାଳ ବିୟୋଗ
ଗଣ୍ଡଗାଁ ଗ୍ରାମର ପୂର୍ବତନ ଗ୍ରାମ ସେବକ ଙ୍କ ଅକାଳ ବିୟୋଗ —————————– -କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ କଇଁଝର…