କୋରାପୁଟ ଜିଲ୍ଲାରେ ବହୁ ରୋଗୀଙ୍କ ପାଖରେ ମାରାତ୍ମକ ଏନୋଫିଲିସ ମଶା ମାରାତ୍ମକ ପିଏଫ୍ (ପ୍ଳାସମୋଡିୟମ ଫଲସିଫେରମ) ଭୂତାଣୁ ରହୁଥିବା ସୂଚନା ମିଳିଛି। ଏହି ମଶାରୁ ବ୍ୟାପୁଥିବା ମ୍ୟାଲେରିଆ ସର୍ବଧିକ ବିପଦପୂର୍ଣ୍ଣ ବୋଲି ଭିସିଆରସି ପକ୍ଷରୁ ବି କୁହାଯାଇଛି। କେବଳ ସରକାରୀ ଲ୍ୟାବରେ ପରୀକ୍ଷଣ ପରେ ଏଭଳି ଉଦ୍ବେଗଜନକ ସ୍ଥିତି ନଜରକୁ ଆସିଛି। ଘରୋଇ ଲ୍ୟାବର ପରୀକ୍ଷଣକୁ ହିସାବକୁ ନିଆଗଲେ, ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢିଯିବ।
Related Posts
ବରଗଡ ଉପକଣ୍ଠ ଡାଂଗ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ୟୁନିଟ ରକ୍ତ ସଂଗ୍ରହ ।
ବରଗଡ ଉପକଣ୍ଠ ଡାଂଗ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ୟୁନିଟ ରକ୍ତ ସଂଗ୍ରହ । ବରଗଡ଼ ୧୭/୧୦:- (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଉପକଣ୍ଠ ଡାଙ୍ଗ ଗ୍ରାମରେ…
ଅତିରିକ୍ତ ଜିଲ୍ଲା ପାଲଙ୍କୁ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ
ଅତିରିକ୍ତ ଜିଲ୍ଲା ପାଲଙ୍କୁ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ ସ୍ବାସ୍ଥ୍ୟ ହିଁ ସଂପଦ। ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ବାସ୍ଥ୍ୟର ସୁଧାର ଆସିଥାଏ ।ଏଥିପାଇଁ ତ ସରକାର…
ଭଣଜା ଗିରଫ, ମାମୁକୁ ଆକ୍ରମଣ ଘଟଣାରେ ଦେଶୀ ବନ୍ଧୁକ ଜବତ
ଭଣଜା ଗିରଫ, ମାମୁକୁ ଆକ୍ରମଣ ଘଟଣାରେ ଦେଶୀ ବନ୍ଧୁକ ଜବତ ଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ପୂର୍ବ ଶତ୍ରୁତା ତଥା ସମ୍ପରି ଭାଗ ବଣ୍ଟାକୁ କେନ୍ଦ୍ର…