ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ୩୦ ଜଣ ଉଚ୍ଚ ପଦାଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ।

ଦକ୍ଷିଣ କୋରିଆ:ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଚୋସୁନ୍ ଟିଭି ଅନୁଯାୟୀ ଉତ୍ତର କୋରିଆର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ପଦାଧିକାରୀଙ୍କ ଉପସ୍ଥିତିରେ ବନ୍ୟାରେ ଲୋକମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଉତ୍ତର କୋରିଆର ଚାଗାଙ୍ଗ ପ୍ରଦେଶରେ ଭୟଙ୍କର ବନ୍ୟା ଯୋଗୁଁ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *