ମା ଗୃହକୁ ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ଆର,ଉଦୟଗିରି – ୨/୯/୨୪ ଆଜି ଗଜପତି ଜିଲ୍ଲାର ମୋହନାଠାରେ “ପିସ” ଅନୁଷ୍ଠାନ ଦ୍ୱାରା ପରିଚାଳିତ “ମା ଗୃହ “ର ANM ଓ LHA କର୍ମଚାରୀ ମାନେ, ମୋହନା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଦେଖାକରି “ମା ଗୃହ”ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ | “ମା ଗୃହ”ଟି ମୋହନାର ମୁଖ୍ୟରାସ୍ତା ସହ ଏକ ଅସ୍ଥାୟୀ ମାଟିରାସ୍ତା ଦ୍ୱାରା ସଂଯୋଗ ହୋଇଥିବାଯୋଗୁଁ ବର୍ଷାଦିନେ ଗର୍ଭବତୀ ମାଆମାନଙ୍କୁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର , ମୋହନାକୁ ନେବାପାଇଁ ଆମ୍ବୁଲାନ୍ସ ଯିବା ଅସୁବିଧା ହେଉଅଛି|ଏଣୁ ଏହି ନୁତନ “ମା ଗୃହ “କୁ ଏକ ପକ୍କା ରାସ୍ତା ଯୋଗାଇବା ପାଇଁ ଏକ ଲିଖିତ ଅନୁରୋଧପତ୍ର ପ୍ରଦାନ କରିଥିଲେ | ଗଜପତି ଜଲ୍ଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ ।
Related Posts
କୋଟିଏ ଟଙ୍କା ଲୁଟ ସୁନା ଓ ରୂପା ଅଳଙ୍କାର ଜବତ, ଦୁଇ ଗିରଫ
କୋଟିଏ ଟଙ୍କା ଲୁଟ ସୁନା ଓ ରୂପା ଅଳଙ୍କାର ଜବତ, ଦୁଇ ଗିରଫ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଏକ କୋଟି ଟଙ୍କାର ସୁନା ଓ ରୂପା ଗହଣା…
ନାରାୟଣ ପାଟଣାର ଅପହଁଞ୍ଚ ଗ୍ରାମ ମଝି ଆମ୍ଭ ରେ ICAR- IISWC -Indian Institute of Soil and Water Conservation ସୁନାବେଡା ତରଫରୁ ଜଳ ସେଚନ ବ୍ୟବସ୍ଥା |
ସୁନାବେଡ଼ା: ଭାରତୀୟ ମୂର୍ତ୍ତିକା ଜଳ ସଂରକ୍ଷଣ ଅନୁସଂଧାନ କେନ୍ଦ୍ର ICAR ତରଫରୁ ନାରାୟଣ ପାଟଣା ବ୍ଲକ। ଗାଁ ମଝି ଆମ୍ଭ ଏକ ହଜାର ମିଟର ଉଚ୍ଚତା ପାହାଡ଼…
ମାଛକୁଣ୍ଡର ଆଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍ ଖୋଲିଲା
ମାଛକୁଣ୍ଡର ଆଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍ ଖୋଲିଲା ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍ ଖୋଲିଲା।ଲଗାଣ ବର୍ଷା ଯୋଗୁଁ ଜଳସ୍ତର…