ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମ୍ବରଝୋଳ ତଥା କଞ୍ଜୁରୁ ଛକଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଯାଇ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି।
Related Posts
ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରୁ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ, କର୍ମଚାରୀ ଇଭିଏମ୍, ଭିଭିପେଡ୍ ନିର୍ବାଚନୀ ସାମଗ୍ରୀ ନେଇ ମତଦାନ କେନ୍ଦ୍ର କୁ ଗସ୍ତ
*ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରୁ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ, କର୍ମଚାରୀ ଇଭିଏମ୍, ଭିଭିପେଡ୍ ନିର୍ବାଚନୀ ସାମଗ୍ରୀ ନେଇ ମତଦାନ କେନ୍ଦ୍ର କୁ ଗସ୍ତ* ନୂଆପଡା…
କେନ୍ଦୁଝର ଓ ସୋନପୁରରେ ହେବ ଇ.ଏସ.ଆଇ ହସ୍ପିଟାଲ
କେନ୍ଦୁଝର ଓ ସୋନପୁରରେ ହେବ ଇ.ଏସ.ଆଇ ହସ୍ପିଟାଲ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇ.ଏସ.ଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।କେନ୍ଦୁଝର…
ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ
ଇଭିଏମ୍ ଭାଙ୍ଗିଲେ ପ୍ରଶାନ୍ତ ଜଗଦେବ ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବାଉଁଶିଆପାଟଣା୧୧୪ ନଂ ବୁଥ୍ରେ ଇଭିଏମ୍ ଭାଙ୍ଗିଲେ ବିଜେପି ନେତା ପ୍ରଶାନ୍ତ ଜଗଦେବ। ଗୋଡାଇ ଗୋଡାଇ ପ୍ରଶାନ୍ତଙ୍କୁ…